ETV Bharat / sports

ଆଇସିସି ଦିନିକିଆ ମାନ୍ୟତା: ଶୀର୍ଷରୁ ଖସିଲେ ବୁମରା

author img

By

Published : Feb 13, 2020, 7:26 AM IST

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ସମସ୍ତ ମ୍ୟାଚରେ କୌଣସି ୱିକେଟ ଅକ୍ତିଆର କର ନପାରିବା ଫଳରେ ଆଇସିସି ଦିନିକିଆ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରୁ ଖସି ଯାଇଛନ୍ତି ଜସପ୍ରୀତ ବୁମରା ।

jasprit-bumrah-loses-top-spot-in-icc-odi-rankings
ଆଇସିସି ଦିନିକିଆ ମାନ୍ୟତା

ଦୁବାଇ: ବୁମରା ହେଲେ ଗୁମର।ହ । ହରାଇଲେ ଦିନିକିଆ ଫର୍ମାଟର ଶ୍ରେଷ୍ଠ ବୋଲର ଆଖ୍ୟା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ସମସ୍ତ ମ୍ୟାଚରେ କୌଣସି ୱିକେଟ ଅକ୍ତିଆର କର ନପାରିବା ଫଳରେ ଆଇସିସି ଦିନିକିଆ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରୁ ଖସି ଯାଇଛନ୍ତି ଜସପ୍ରୀତ ବୁମରା । ଫଳରେ ଏବେ ପ୍ରଥମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଦୃତ ବୋଲର ଟ୍ରେଣ୍ଟ ବୋଲ୍ଟ ।

jasprit-bumrah-loses-top-spot-in-icc-odi-rankings
ଆଇସିସି ଦିନିକିଆ ମାନ୍ୟତା: ଶୀର୍ଷରୁ ଖସିଲେ ବୁମରା

ତେବେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କିନ୍ତୁ ନିଜର ପ୍ରଦର୍ଶନ ବଳରେ 3ଟି ସ୍ଥାନ ଉପରକୁ ଉଠିଛନ୍ତି । ସେହିପରି ସିରିଜରେ 3ଟି ୱିକେଟ ଅକ୍ତିଆର କରିଥିବା ୟୁଜୁବେନ୍ଦ୍ର ଚହଳ 13ଟି ସ୍ଥାନ ଉପରକୁ ଉଠିଛନ୍ତି । ଅନ୍ୟପକ୍ଷରେ ଅଧିନାୟକ କୋହଲି ପୂର୍ବଭଳି ଦିନିକିଆ ବ୍ୟାଟିଂ ମାନ୍ୟତାର ଏକ ନମ୍ବର ସ୍ଥାନରେ ସ୍ଥିର ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ବିରାଟ ମଧ୍ୟ ବ୍ୟାଟରେ ଫେଲ ମାରିଥିଲେ ତଥାପି ସେ 3ଟି ମ୍ୟାଚରେ 75 ରନ କରିବାକୁ ସକ୍ଷମ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.