ETV Bharat / sports

ଆଇପିଏଲ: ଉଦଘାଟନୀରେ ଯୋଗ ଦେବେନି ଦକ୍ଷିଣ ଆଫ୍ରିକା ଖେଳାଳି ! - ଦକ୍ଷିଣ ଆଫ୍ରିକା

ଶ୍ରୀଲଙ୍କା ବିପକ୍ଷରେ ଟି-20 ଟୁର୍ଣ୍ଣାମେଣ୍ଟ ମ୍ୟାଚ ଆରମ୍ଭ ହେଉଥିବାରୁ ଉଦଘାଟନୀ ଉତ୍ସବରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚି ପାରିବେନି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୂଚନା ଦେଇଛି ।

ଫାଇଲ ଫଟୋ
author img

By

Published : Mar 17, 2019, 3:26 PM IST

ନୂଆଦିଲ୍ଲୀ: ଆସନ୍ତା 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ବାଦଶ ସଂସ୍କରଣ । ଏଥିପାଇଁ ଭାରତରେ ବିଦେଶୀ ଖେଳାଳିମାନେ ଧିରେଧିରେ ଆସି ପହଞ୍ଚିବାରେ ଲାଗିଛନ୍ତି । ମାତ୍ରା ଶ୍ରୀଲଙ୍କା ବିପକ୍ଷରେ ଟି-20 ଟୁର୍ଣ୍ଣାମେଣ୍ଟ ମ୍ୟାଚ ଆରମ୍ଭ ହେଉଥିବାରୁ ଉଦଘାଟନୀ ଉତ୍ସବରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚି ପାରିବେନି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୂଚନା ଦେଇଛି ।

ମିଳିଥିବା ସୁଚନା ମୁତାବକ ଦ. ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଗତ ଶନିବାର ଦିନିକିଆ ସିରିଜ ଶେଷ ହୋଇଛି । ଏହାପରେ ଉଭୟ ଦଳ ମଧ୍ୟରେ ଟି-20 ସିରିଜ୍ ଆରମ୍ଭ ହେବା । ଏହି ସିରିଜର ଅନ୍ତିମ ମ୍ୟାଚ ଆଗାମୀ 24 ତାରିଖରେ ଖେଳାଯିବ । ଚଳିତ ବର୍ଷ ଆଇପିଏଲର ଦ୍ବାଦଶ ସଂସ୍କରଣ ମାର୍ଚ୍ଚ 23ରୁ ଆରମ୍ଭ ହେବ । ତେଣୁ ପ୍ରଥମ ଦିନ ଆଇପିଏଲରେ ଉପସ୍ଥିତ ରହିବା ଦ.ଆଫ୍ରିକା ଖେଳାଳିଙ୍କ ପାଇଁ ସମ୍ଭବ ନୁହେଁ ।

ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସଏ) ଅଧିକାରୀ କହିଛନ୍ତି ଯେ, ଖେଳାଳିଙ୍କୁ ରିଲିଜ୍ କରିବାର ତାରିଖ ନିର୍ଣ୍ଣୟ ପାଇଁ ବୈଠକ କରାଯାଇଛି । ଖେଳାଳିମାନେ 12ତମ ସଂସ୍କରଣ ପାଇଁ ବହୁତ ଉତ୍ସାହିତ ଅଛନ୍ତି । କିନ୍ତୁ ଏହା ସତ୍ୟ ଯେ ପ୍ରଥମେ ସେମାନେ ଦେଶ ପାଇଁ ଖେଳିବା ନିମନ୍ତେ ପ୍ରତିବଦ୍ଧ ।

Intro:Body:

visualSolapur: The opposition has alleged Modi government for violating the Model Code of Conduct as a SBI ATM is advertising Prime Minister Narendra Modi's Jan Dhan and Mudra Yojana here.

With the announcement of 2019 Lok Sabha election dates, the Model Code of Conduct came into effect from Sunday in the country. But, even now the ATM screen's advertisement is carried with full effect.

The ATM is reportedly located in the heart of the city and it has a huge amount of daily visitors. The opposition has now questioned about the action that the government will be taking in this regards.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.