ETV Bharat / sports

ଆଇପିଏଲ 2021: 'ମିଷ୍ଟର ଆଇପିଏଲ' ରାଇନାଙ୍କ ବିସ୍ଫୋରକ ବ୍ୟାଟିଂ

author img

By

Published : Apr 10, 2021, 8:56 PM IST

ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି 'ମିଷ୍ଟର ଆଇପିଏଲ' ସୁରେଶ ରାଇନା । ଅଧିକ ପଢନ୍ତୁ...

IPl 2021: Suresh Raina is finding his touch
ଆଇପିଏଲ 2021: 'ମିଷ୍ଟର ଆଇପିଏଲ' ରାଇନାଙ୍କ ବିସ୍ଫୋରକ ବ୍ୟାଟିଂ

ମୁମ୍ବାଇ: ନିଜର ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି 'ମିଷ୍ଟର ଆଇପିଏଲ' ସୁରେଶ ରାଇନା । ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରାଇନା ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଖେଳିନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲା ।

ରାଇନା ବିସ୍ଫୋରକ ବ୍ୟାଟିଂ ସହ 32 ବଲ୍‌ରୁ 3ଟି ଚୌକା ଓ 4 ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଛନ୍ତି ।

60 ରନ୍‌ରେ 3ଟି ୱିକେଟ ହରାଇ ଚେନ୍ନାଇ ସଙ୍କଟରେ ପଡିଥିଲା । ମାତ୍ର ରାଇନା ଓ ଅମ୍ବାତି ରାୟୁଡୁ ଦମଦା ଭାଗିଦାରୀ ସହ ସିଏସକେର ସ୍କୋର 100 ପାର କରାଇଛନ୍ତି । 13 ଓଭର ସୁଦ୍ଧା 120 ରନ ପାର କରିଛି ଚେନ୍ନାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.