ETV Bharat / sports

ଆଇପିଏଲରେ ଚହଲଙ୍କ 'ସେଞ୍ଚୁରୀ'

author img

By

Published : Apr 9, 2021, 10:01 PM IST

ଇଣ୍ଡିଆନ ପ୍ରିମିୟର ଲିଗରେ 100ତମ ମ୍ୟାଚ ଖେଳିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜଭେନ୍ଦ୍ର ଚହଲ । ଅଧିକ ପଢନ୍ତୁ...

IPL 2021: RCB spinner Yuzvendra Chahal completes 100 games in tournament
ଆଇପିଏଲରେ ଚହଲଙ୍କ 'ସେଞ୍ଚୁରୀ'

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜଭେନ୍ଦ୍ର ଚହଲ ଆଉଏକ ବିରାଟ ସଫଳତାର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ 100ତମ ମ୍ୟାଚ ଖେଳିଛନ୍ତି ଚହଲ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା, ଆଇପିଏଲର 14 ସଂସ୍କରଣର ପ୍ରଥମ ମୁକାବିଲାରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଚହଲ ।

A HUGE milestone for our magician tonight, completing a century of matches in the #IPL! 🥳

Let’s make this a night to remember, Yuzi! 😍#PlayBold #WeAreChallengers #MIvRCB #DareToDream pic.twitter.com/GguzaybrZq

— Royal Challengers Bangalore (@RCBTweets) April 9, 2021

ବର୍ଷ 2013ରେ ଆଇପିଏଲରେ ଡେବ୍ୟୁ କରିଥିଲେ ଚହଲ ଓ ଆରସିବି ପକ୍ଷରୁ 99ଟି ମ୍ୟାଚ ଖେଳିସାରିଥିଲେ । ଏଥିସହ ଆଇପିଏଲ 2021ର ଓପନିଂ ମ୍ୟାଚ ଚହଲଙ୍କ 200ତମ ଟି20 ମ୍ୟାଚ ମଧ୍ୟ ହୋଇଛି ।

ଚହଲଙ୍କ ନାମରେ 121ଟି ଆଇପିଏଲ ୱିକେଟ ରହିଛି । ଆରସିବି ପକ୍ଷରୁ ଖେଳି 7.67 ଇକୋନୋମି ହାରରେ 21 ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜଭେନ୍ଦ୍ର ଚହଲ ଆଉଏକ ବିରାଟ ସଫଳତାର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ 100ତମ ମ୍ୟାଚ ଖେଳିଛନ୍ତି ଚହଲ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା, ଆଇପିଏଲର 14 ସଂସ୍କରଣର ପ୍ରଥମ ମୁକାବିଲାରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଚହଲ ।

ବର୍ଷ 2013ରେ ଆଇପିଏଲରେ ଡେବ୍ୟୁ କରିଥିଲେ ଚହଲ ଓ ଆରସିବି ପକ୍ଷରୁ 99ଟି ମ୍ୟାଚ ଖେଳିସାରିଥିଲେ । ଏଥିସହ ଆଇପିଏଲ 2021ର ଓପନିଂ ମ୍ୟାଚ ଚହଲଙ୍କ 200ତମ ଟି20 ମ୍ୟାଚ ମଧ୍ୟ ହୋଇଛି ।

ଚହଲଙ୍କ ନାମରେ 121ଟି ଆଇପିଏଲ ୱିକେଟ ରହିଛି । ଆରସିବି ପକ୍ଷରୁ ଖେଳି 7.67 ଇକୋନୋମି ହାରରେ 21 ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.