ETV Bharat / sports

ଆଇପିଏଲ 2020: ଆରସିବିର ସୁପର ବିଜୟ, କିନ୍ତୁ କୋହଲି ଫେଲ୍ - କୋହଲିଙ୍କ ଖରାପ ଫର୍ମ ଜାରି

ଚଳିତବର୍ଷ ଦମଦାର ଫର୍ମକୁ ନେଇ ତାଙ୍କର ଖରାପ ଫର୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି । ଆଇପିଏଲରେ ତାଙ୍କ ନାଁରେ ରହିଛି ସର୍ବାଧିକ ରନର ରେକର୍ଡ । କିନ୍ତୁ 13ତମ ସଂସ୍କରଣରେ ଏଯାଏଁ 3ଟି ମ୍ୟାଚ ଖେଳି ମାତ୍ର 18ରନ ସଂଗ୍ରହ କରିଛନ୍ତି ।

ଆଇପିଏଲ 2020: ଆରସିବିର ସୁପର ବିଜୟ, କିନ୍ତୁ  କୋହଲିଙ୍କ ଖରାପ ଫର୍ମ ଜାରି

author img

By

Published : Sep 29, 2020, 2:37 PM IST

ଦୁବାଇ: ଆରସିବିର ଅଧିନାୟକ ବିରାଟ କୋହଲି ପୁଣି ଫର୍ମକୁ ନେଇ ଚର୍ଚ୍ଚାରେ । ଚଳିତବର୍ଷ ଦମଦାର ଫର୍ମକୁ ନେଇ ତାଙ୍କର ଖରାପ ଫର୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି । ଆଇପିଏଲରେ ତାଙ୍କ ନାଁରେ ରହିଛି ସର୍ବାଧିକ ରନର ରେକର୍ଡ । କିନ୍ତୁ 13ତମ ସଂସ୍କରଣରେ ଏଯାଏଁ 3ଟି ମ୍ୟାଚ ଖେଳି ମାତ୍ର 18ରନ ସଂଗ୍ରହ କରିଛନ୍ତି ।

ଆରସିବି ପ୍ରଥମେ ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲା । ଉକ୍ତ ମ୍ୟାଚରେ କୋହଲି 13ବଲ୍‌ରେ 14ରନ କରିଥିଲେ । 2ୟ ମ୍ୟାଚରେ ପଞ୍ଜାବ ବିପକ୍ଷରେ ମାତ୍ର ଏକ ରନ୍‌ କରି ପାଭିଲିୟନକୁ ଫେରି ଯାଇଥିଲେ । ଗତକାଲି ମ୍ୟାଚରେ ମୁମ୍ବାଇ ବିପକ୍ଷରେ 11ବଲ୍‌ରେ ମାତ୍ର 3ରନ କରି ଚହରଙ୍କ ବଲ୍‌ରେ ଆଉଟ ହୋଇ ଯାଇଥିଲେ ।

ବ୍ୟାଟିଂ ଫର୍ମ ଖରାପ ସହ ଫିଲ୍ଡିଂରେ ବି ଖରାପ ପ୍ରଦର୍ଶନ କରିଛନ୍ତି ବିରାଟ । ପଞ୍ଜାବ ବିପକ୍ଷରେ କେଏଲ ରାହୁଲଙ୍କ 2ଥର କ୍ୟାଚ ଛାଡିଥିଲେ । ସେହି ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.