ETV Bharat / sports

ଆଇପିଏଲ 2020: ଚେନ୍ନାଇର ଆଉ ଏକ ପରାଜୟ, 7 ୱିକେଟରେ ରାଜସ୍ଥାନ ବିଜୟୀ

ଚଳିତ ଆଇପିଏୱଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଏକ ପରାଜୟ । ରାଜସ୍ଥାନ ରୟାଲ୍ସ 7 ୱିକେଟରେ ଚେନ୍ନାଇ ବିପକ୍ଷରେ ବିଜୟୀ ହୋଇଛି ।

IPL 2020: RR thrash CSK by 7 wickets
ଆଇପିଏଲ 2020: ଚେନ୍ନାଇର ଆଉ ଏକ ପରାଜୟ, 7 ୱିକେଟରେ ରାଜସ୍ଥାନ ବିଜୟୀ
author img

By

Published : Oct 20, 2020, 5:01 PM IST

ଆବୁଧାବି: ଚଳିତ ଆଇପିଏୱଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଏକ ପରାଜୟ । ରାଜସ୍ଥାନ ରୟାଲ୍ସ 7 ୱିକେଟରେ ଚେନ୍ନାଇ ବିପକ୍ଷରେ ବିଜୟୀ ହୋଇଛି । ରାଜସ୍ଥାନ ସାମ୍ନାରେ 126 ରନର ସହଜସାଧ୍ୟ ବିଜୟ ଲକ୍ଷ୍ୟ ରଖିଥିଲା ଚେନ୍ନାଇ । ଏହାକୁ 17.3 ଓଭରରେ ହାସଲ କରିନେଇଥିଲା ରାଜସ୍ଥାନ ରୟାଲ୍ସ ।

ଦଳ ପକ୍ଷରୁ ଜସ ବଟଲର 48 ବଲରୁ 7 ଚୌକା ଓ 2 ଛକା ସହାୟତାରେ 70 ରନ ଓ କ୍ୟାପଟେନ ଷ୍ଟିଭ ସ୍ମିଥ 26 ରନର ଇଂନିସ ଖେଳିଛନ୍ତି । ଉଭଯ ଖେଳାଲିଙ୍କ ମଧ୍ୟେ ମ୍ୟାଚ ବିଜୟୀ ପାର୍ଟନପସିପ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.