ETV Bharat / sports

ଆଇପିଏଲ 2020: ଫେରିବେନି ରାଇନା, ସ୍ପଷ୍ଟକଲେ ସିଏସକେ ସିଇଓ

author img

By

Published : Sep 27, 2020, 7:58 PM IST

ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶି ବିଶ୍ବନାଥନ କହିଛନ୍ତି, ଫ୍ରାଞ୍ଚାଇଜ ପାଇଁ ରାଇନାଙ୍କ ଫେରିବା ନେଇ ଭାବିବା ଅସମ୍ଭବ । କାରଣ ରାଇନା ନିଜେ ନିଜକୁ ଟିମରୁ ଦୂରେଇଛନ୍ତି ।

IPL 2020 : No room for Suresh Raina comeback declares Chennai Super Kings CEO
ଆଇପିଏଲ 2020: ଫେରିବେନି ରାଇନା, ସ୍ପଷ୍ଟକଲେ ସିଏସକେ ସିଇଓ

ହାଇଦ୍ରାବାଦ: ପ୍ରଥମେ ରାଜସ୍ଥାନ ରୟାଲ୍ସ ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଚେନ୍ନାଇ ସୁପର କିଙ୍ଗ୍ସ ଟିମ ଚଳିତ ଆଇପିଏଲରେ ପରାଜିତ ହୋଇଛି । ଏହାପରେ ସିଏସକର ଚିନ୍ନା ଥାଲା ସୁରେଶ ରାଇନାଙ୍କୁ ଫେରାଇ ଆଣିବାକୁ ଫ୍ୟାନ୍ସ ଦାବି କରୁଛନ୍ତି । ତେବେ ରାଇନା ଫେରିବେ କି ନାହିଁ ଏନେଇ ସ୍ପଷ୍ଟ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶି ବିଶ୍ବନାଥନ ।

IPL 2020 : No roIPL 2020 : No room for Suresh Raina comeback declares Chennai Super Kings CEOom for Suresh Raina comeback declares Chennai Super Kings CEO
ସୁରେଶ ରାଇନା

ସେ କହିଛନ୍ତି, ଫ୍ରାଞ୍ଚାଇଜ ପାଇଁ ରାଇନାଙ୍କ ଫେରିବା ନେଇ ଭାବିବା ଅସମ୍ଭବ । କାରଣ ରୈନା ନିଜେ ନିଜକୁ ଟିମରୁ ଦୂରେଇଛନ୍ତି । ରାଇନାଙ୍କ ନିଷ୍ପତିକୁ ଫ୍ରାଞ୍ଚାଇଜ ସମ୍ମାନ ଜଣାଇଛି । ସେଥିପାଇଁ ରାଇନାଙ୍କ ଫେରିବା ନେଇ ଫ୍ରାଞ୍ଚାଇଜ ଚିନ୍ତା କରୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିଏସକେ ସିଇଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.