ETV Bharat / sports

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ

author img

By

Published : Oct 11, 2020, 9:43 PM IST

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 162 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: Dhawan's 69 not out helps DC set 163 runs target for MI
ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 162 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ ରହିଛି ।

ଦିଲ୍ଲୀ ପକ୍ଷରୁ ଓପନର ଶିଖର ଧାୱନ 52 ବଲରୁ ସର୍ବାଧିକ 69 ରନର ଇଂନିସ ଖେଳିଛନ୍ତି । ଧାୱନଙ୍କ ଏହି ଇଂନିସରେ 6ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । କ୍ୟାପଟେନ ଶ୍ରେୟସ ଆୟର 33 ବଲରୁ ଦ୍ରୁତ 43 ରନ କରିଛନ୍ତି । ତେବେ ପୃଥ୍ବୀ ଶ, ଅଜିଙ୍କ୍ୟ ରାହାଣେ ଓ ମାର୍କସ ଷ୍ଟୋଇନିସ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ ହାସଲ କରିଥିବାବେଳେ, ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା 3 ୱିକେଟ ଅକ୍ତିଆର କରିଛନ୍ତି ।

ଜଶପ୍ରୀତ ବୁମରା, କ୍ରୁଣାଳ ପାଣ୍ଡ୍ୟା ଓ ରାହୁଲ ଚହରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀକୁ 163 ରନରେ ଅଟକାଇବାରେ ସଫଳ ହେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.