ETV Bharat / sports

ଆଇପିଏଲ-12: ରାହୁଲଙ୍କ ପ୍ରଥମ ଆଇପିଏଲ ଶତକ, ଅରେଞ୍ଜ କ୍ୟାପଠାରୁ ପାଦେ ପଛରେ - kl rahul

୬୪ ବଲରେ ୬ ଚୌକା ଓ ୬ ଛକା ସହ ଅପରାଜିତ ୧୦୦ ରନର ଶତକୀୟ ପାଳି ଖେଳିଛନ୍ତି ରାହୁଲ । ତେବେ ଏହା ରାହୁଲଙ୍କ ପ୍ରଥମ ଆଇପିଏଲ ଶତକ ହୋଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 11, 2019, 6:54 AM IST

Updated : Apr 11, 2019, 7:34 AM IST

ମୁମ୍ବାଇ: ୱାଙ୍ଖଡେ ଗ୍ରାଉଣ୍ଡରେ ଘରୋଇ ଦଳର ଗେମ ଷ୍ଟାଟେଜିକୁ ଭୁଲ ପ୍ରମାଣିତ କରିଛନ୍ତି ପଞ୍ଜାବର ଓପନର ଲୋକେଶ ରାହୁଲ । ୬୪ ବଲରେ ୬ ଚୌକା ଓ ୬ ଛକା ସହ ଅପରାଜିତ ୧୦୦ ରନର ଶତକୀୟ ପାଳି ଖେଳିଛନ୍ତି ରାହୁଲ । ତେବେ ଏହା ରାହୁଲଙ୍କ ପ୍ରଥମ ଆଇପିଏଲ ଶତକ ହୋଇଛି । ଏଥି ସହିତ ଚଳିତ ସିଜିନରେ ସେ 317 ରନ କରି 2ୟ ସର୍ବାଧିକ ସ୍କୋରର ବନିଛନ୍ତି ।

ତେବେ ଅରୋଞ୍ଜ କ୍ୟାପଠାରୁ ଗୋଟେ ପାଦ ପଛରେ ଅଛନ୍ତି ରାହୁଲ । 349ରନ ସହ ଡେଭିଡ ୱାରର୍ନରଙ୍କ ପାଖରେ ରହିଛି ଏହି କ୍ୟାପ ।

ତେବେ ୱାଙ୍ଖଡେ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଦଳ । ମାତ୍ର ଘରୋଇ ଦଳର ଗେମ ଷ୍ଟାର୍ଜେଜିକୁ ଭୁଲ ପ୍ରାଣିତ କରିଥିଲେ ପଞ୍ଜାବର ଦୁଇ ଓପନର କେଲ ରାହୁଲ ଓ କ୍ରିସ ଗେଲ । ରାହୁଲଙ୍କ ଶକତୀୟ ପାଳି ଛଡା ପଞ୍ଜାବର ସ୍କୋର କାର୍ଡରେ ସାମିଲ ଅଛି ଗେଲଙ୍କ ଅର୍ଦ୍ଧଶତକ । ଗେଲ 36 ବଲରୁ 63ରନ କରିଛନ୍ତି । ଯେଉଁଥିରେ ସାମିଳ ଅଛି 3ଟି ଚୌକା, ୭ ଛକା ।

ତେବେ ରାହୁଲଙ୍କ ଏହି ଶକତୀୟ ପାଳି ସତ୍ବେ ୱାଙ୍କଡେ ଗ୍ରାଉଣ୍ଡରେ 3ୱିକେଟରେ ମୁମ୍ବାଇଠାରୁ ପରାସ୍ତ ହୋଇଛି ପଞ୍ଜାବ ।

Intro:Body:

CACASCASC

Conclusion:
Last Updated : Apr 11, 2019, 7:34 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.