ETV Bharat / sports

ଆଇପିଏଲ 13: ହାଇଦ୍ରାବାଦ ନାମରେ ସର୍ବାଧିକ ପାୱରପ୍ଲେ ସ୍କୋର

author img

By

Published : Oct 27, 2020, 9:12 PM IST

ଚଳିତ ଆଇପିଏଲ ସଂସ୍କରଣରେ ସର୍ବାଧିକ ପାୱରପ୍ଲେ ସ୍କୋର ସନରାଇଜର୍ସ ହାଇଦ୍ରାବାଦ ନାମରେ ହୋଇଛି । ଅଧିକ ପଢନ୍ତୁ...

IPL 13: Warner, Saha on song as SRH register best powerplay score this season
ଆଇପିଏଲ 13: ହାଇଦ୍ରାବାଦ ନାମରେ ସର୍ବାଧିକ ପାୱରପ୍ଲେ ସ୍କୋର

ଦୁବାଇ: ଚଳିତ ଆଇପିଏଲ ସଂସ୍କରଣରେ ସର୍ବାଧିକ ପାୱରପ୍ଲେ ସ୍କୋର ସନରାଇଜର୍ସ ହାଇଦ୍ରାବାଦ ନାମରେ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଦୁଇ ହାଇଦ୍ରାବାଦ ଓପନର ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ଶାହା ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।

IPL 13: Warner, Saha on song as SRH register best powerplay score this season
ଡେଭିଡ ୱାର୍ଣ୍ଣର - ରିଦ୍ଧିମାନ ଶାହା

ଉଭୟଙ୍କ ମଧ୍ୟରେ ପ୍ରଥମ 6 ଓଭରରେ 77 ରନର ପାର୍ଟନରସିପ ହୋଇଛି । ଫଳରେ ଚଳିତ ଆଇପିଏଲ 2020ରେ କୌଣସି ବି ଟିମ ଠାରୁ ଏହା ସର୍ବାଧିକ ପାୱର ପ୍ଲେ ସ୍କୋର ହୋଇଛି ।

ଡେଭିଡ ୱାର୍ଣ୍ଣର

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରିଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ବୋଲରଙ୍କୁ ବଡ ସଟ ଖେଳି ମହଙ୍ଗା କରାଇଥିଲେ । ଏହାପରେ ବିସ୍ଫୋରକ ବ୍ୟାଟିଂ ଥମିବାର ନାଁ ନେଇନଥିଲା । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଓଭରରେ ଡେଭିଡ ୱାର୍ଣ୍ଣର ମଧ୍ୟ ଜୋରଦାର ପ୍ରହାର କରିଥିଲେ ।

ରିଦ୍ଧିମାନ ଶାହା

ପାୱର-ପ୍ଲେ ର ଶେଷ ଓଭରରେ ରବାଡାଙ୍କ ଓଭରରେ 22ରନ ସଂଗ୍ରହ କରିଥିଲେ ୱାର୍ଣ୍ଣର । ଏଥିସହ ମାତ୍ର 25 ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.