ETV Bharat / sports

ଆଇପିଏଲ 2020: ୟୁଏଇ ଗସ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ କୋଭିଡ ଟେଷ୍ଟ

ୟୁଏଇରେ ଗସ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଖେଳାଳିଙ୍କର ଭାରତରେ କୋଭିଡ-19 ଟେଷ୍ଟ କରାଯାଇଛି । ତେବେ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି ।

IPL 13: Delhi Capitals' players take COVID-19 test before leaving for UAE
ଆଇପିଏଲ 2020: ୟୁଏଇ ଗସ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ କୋଭିଡ ଟେଷ୍ଟ
author img

By

Published : Aug 22, 2020, 10:43 PM IST

ହାଇଦ୍ରାବାଦ: ଆଇପିଏଲର 13ତମ ସଂସ୍କରଣ ପାଇଁ ସମସ୍ତ ଟିମ ୟୁଏଇ ଗସ୍ତ କରିଛନ୍ତି । ୟୁଏଇ ଗସ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଖେଳାଳିଙ୍କର ଭାରତରେ କୋଭିଡ-19 ଟେଷ୍ଟ କରାଯାଇଛି । ତେବେ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ ୟୁଏଇରେ ପହଞ୍ଚି ସାରିଛି । ବିସିସିଆଇର ଏସଓପି ଅନୁଯାୟୀ, ୟୁଏଇରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ 7ଦିନ କ୍ବାରେଣ୍ଟିନରେ ରହିବାକୁ ହେବ । ପହଞ୍ଚିବାର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନ 3ଟି କୋଭିଡ-19 ଟେଷ୍ଟ କରାଯିବ ।

ଆଇପିଏଲର 13ତମ ସଂସ୍କରଣ 53 ଦିନ ଧରି ଖେଳାଯିବ । ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଆବୁଧାବି, ସାରଜହ ଓ ଦୁବାଇରେ ସମସ୍ତ ମ୍ୟାଚ ଖେଳାଯିବ ।

  • This picture perfectly captures the fun I've had with my family over these last few months. Will miss them to bits ❤️ pic.twitter.com/NQ9wxpuVyR

    — Shreyas Iyer (@ShreyasIyer15) August 21, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.