ETV Bharat / sports

ଭାରତୀୟ କ୍ରିକେଟରଙ୍କ ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ ଶେଷ

author img

By

Published : Jan 28, 2021, 11:00 PM IST

ଭାରତୀୟ କ୍ରିକେଟର ଗୁରୁବାର ସେମାନଙ୍କର ପ୍ରଥମ ରାଉଣ୍ଡ RT-PCRଟେଷ୍ଟ କରାଇଛନ୍ତି । ଅଧିକ ପଢନ୍ତୁ...

Indian players clear first of 3 COVID-19 tests, BCCI allows families during hard quarantine
ଭାରତୀୟ କ୍ରିକେଟରଙ୍କ ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ ଶେଷ

ଚେନ୍ନାଇ: ଭାରତୀୟ କ୍ରିକେଟର ଗୁରୁବାର ସେମାନଙ୍କର ପ୍ରଥମ ରାଉଣ୍ଡ RT-PCRଟେଷ୍ଟ କରାଇଛନ୍ତି । ଫେବ୍ରୁଆରୀ 2ରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଅଧିକ ଦୁଇଟି ରାଉଣ୍ଡର ଟେଷ୍ଟର ସାମ୍ନା କରିବେ ସମସ୍ତ ସଦସ୍ୟ । ତେବେ ପ୍ରଥମ ପର୍ଯ୍ୟାୟ ଟେଷ୍ଟ ପରେ ପରିବାରକୁ ଖେଳାଳିଙ୍କ ସହ ରହିବାକୁ ଅନୁମତି ମିଳିଛି ।

ଫେବ୍ରୁଆରୀ 5ରୁ 4 ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ସମସ୍ତ ଭାରତୀୟ ଖେଳାଳି ଚେନ୍ନାଇଇ ପହଞ୍ଚିସାରିଥିବାବେଳେ, ଉଭୟ ଟିମ ଲୀଲା ପ୍ୟାଲେସରେ ରହିଛନ୍ତି ।

ଆଇପିଏଲର ଜୈବ ସୁରକ୍ଷା ବଳୟ ପରି କଠୋର କ୍ବାରେଣ୍ଟିନ ସମୟରେ SOP ସମାନ ରହିଛି । ଗୋଟିଏ ପର୍ଯ୍ୟାୟ RT-PCR ଟେଷ୍ଟ ଶେଷ ହୋଇଛି । ତେବେ ଅଭ୍ୟାସ ଆରମ୍ଭ ପୂର୍ବର ଆଉଦୁଇଟି ଟେଷ୍ଟର ସାମ୍ନା କରିବେ ଖେଳାଳି । ବର୍ତ୍ତମାନ ଖେଳାଳିମାନେ କେବଳ ନିଜ ରୁମରେ ରହିବେ । ଜଣେ ବରିଷ୍ଟ ବିସିସିଆଇ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.