ETV Bharat / sports

3ୟ ଟି-20: ପ୍ରଥମ ବଲରେ ଏହି ରେକର୍ଡ କଲେ ଗବ୍ବର - ଶିଖର ଧାୱନ

3ୟ ଟି-20 ମ୍ୟାଚ ପୂର୍ବରୁ 7 ହଜାର ରନ ପୁରଣ କରିବା ପାଇଁ ଶିଖରଙ୍କୁ 4ରନ ଆବଶ୍ୟକ ଥିଲା । ଯାହକୁ ସେ ଆଜି ମ୍ୟାଚର ପ୍ରଥମ ବଲରେ ଚୌକା ମାରି ପୁରଣ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 22, 2019, 9:05 PM IST

Updated : Sep 23, 2019, 4:00 PM IST

ବେଙ୍ଗାଲୁରୁ: ଟି-20 କ୍ରିକେଟରେ ଭାରତୀୟ ଖେଳାଳିଙ୍କ କମାଲ । ଘରୋଇ ଟି-20 ସିରିଜର 3ୟ ତଥା ଅନ୍ତିମ ଟି-20ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ତେବେ ଫଟାଫଟ୍‌ ଭାରତୀୟ ଓପନର ଶିଖର ଧାୱନ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ଓଭର ଅଲ ଟି-20 କ୍ରିକେଟରେ ସେ ବ୍ୟକ୍ତିଗତ 7 ହଜାର ରନ ପୁରଣ କରିଛନ୍ତି ।

ତେବେ ଏହି ମ୍ୟାଚ ପୂର୍ବରୁ 7 ହଜାର ରନ ପୁରଣ କରିବା ପାଇଁ ଶିଖରଙ୍କୁ 4ରନ ଆବଶ୍ୟକ ଥିଲା । ଯାହାକୁ ସେ ଆଜି ମ୍ୟାଚର ପ୍ରଥମ ବଲରେ ଚୌକା ମାରି ପୁରଣ କରିଛନ୍ତି । ମାତ୍ର ଏହି ରେକର୍ଡ କରିବା ପରେ ସେ 36 ରନ କରି ତାବରେଜ୍ ଶାମସିଙ୍କ ବଲରେ ଆଉଟ ହୋଇଯାଇଛନ୍ତି ।

ତେବେ ଏହି ମାଇଲଷ୍ଟୋନ ଅତିକ୍ରମ କରିବାରେ ଧାୱନ ଭାରତର 4ର୍ଥ ବ୍ୟାଟ୍ସମ୍ୟାନ ବନିଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ସୁରେଶ ରାଇନା ଓଭର ଅଲ ଟି-20 କ୍ରିକେଟରେ 7 ହଜାର ରନ ପୁରଣ କରିସାରିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Sep 23, 2019, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.