ETV Bharat / sports

ବିଶାଖାପାଟନମ୍‌ ଟେଷ୍ଟ: ରୋହିତ୍‌ଙ୍କ ଚମକରେ ବର୍ଷା ସାଜିଲା ବାଧକ

ଆନ୍ଧ୍ର ପ୍ରଦେଶରେ ବର୍ଷା ଯୋଗୁଁ ମ୍ୟାଚର ପ୍ରଥମ ଦିନ କିଛି ସମୟ ଖେଳ ପରେ ବାତିଲ ହୋଇଛି । ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ 59.1 ଓଭରରେ କୌଣସି ୱିକେଟ ନ ହରାଇ 202ରନ କରିଛି ଘରୋଇ ଦଳ ।

ବିଶାଖାପାଟନମ୍‌ ଟେଷ୍ଟ
author img

By

Published : Oct 2, 2019, 5:42 PM IST

Updated : Oct 2, 2019, 7:40 PM IST

ବିଶାଖାପାଟନମ୍‌: ବୁଧବାର ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ । ଟେଷ୍ଟ ଫର୍ମାଟରେ ଓପନ କରିଛନ୍ତି ପୁରୁଣା ଓପନର । ପ୍ରଥମ ମ୍ୟାଚରେ ଚମକିଛନ୍ତି ହିଟ୍‌ମ୍ୟାନ । ମାତ୍ର ହିଟ୍‌ମ୍ୟାନଙ୍କ ଏହି ହିଟ୍‌ ସୋ'ରେ ବର୍ଷା ସାଜିଛି ବାଧକ । ଆନ୍ଧ୍ର ପ୍ରଦେଶରେ ବର୍ଷା ଯୋଗୁଁ ମ୍ୟାଚର ପ୍ରଥମ ଦିନ କିଛି ସମୟ ଖେଳ ପରେ ବାତିଲ ହୋଇଛି ।

ତେବେ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ 59.1 ଓଭରରେ କୌଣସି ୱିକେଟ ନ ହରାଇ 202ରନ କରିଛି ଘରୋଇ ଦଳ । ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା ଘରୋଇ ଦଳ । ଦଳ ପକ୍ଷରୁ ଓପନିଂ ପାଇଁ ଆସିଥିଲେ ରୋହିତ ଓ ମୟଙ୍କ ଅଗ୍ରୱାଲ ।

ତେବେ ରୋହିତ୍ 183 ବଲରେ 12ଟି ଚୌକା ଓ 5ଟି ଛକା ସହୟତାରେ 115ରନ କରିଛନ୍ତି । ସେହିପରି 183 ବଲରେ ଗୋଟିଏ ଚୌକା, 2ଟି ଛକା ମାଧ୍ୟମରେ 84ରନ କରିଛନ୍ତି ମୟଙ୍କ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କୌଣସି ବୋଲର ଭାରତୀୟ ଓପନରଙ୍କ ଉପରେ ପ୍ରଭାବ ପକାଇ ପାରିନାହାନ୍ତି ।

Intro:Body:

BLANK  FOR LINK

Conclusion:
Last Updated : Oct 2, 2019, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.