ETV Bharat / sports

INDvsBAN: ଟି-20 ସରିଜ ଖେଳିବେନି ସୈଫୁଦ୍ଦିନ

ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ପିଠିରେ ଆଘତ କାରଣରୁ ଭାରତ ଗସ୍ତରେ ଆସିବେ ନାହଁ । ବାଂଲାଦେଶ ଓ ଭାରତ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ।

Saifuddin
author img

By

Published : Oct 25, 2019, 9:29 AM IST

ଢାକା: ପିଠିରେ ଆଘତ କାରଣରୁ ବାଂଲାଦେଶର ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି-20 ସିରିଜ ଖେଳିବେ ନାହିଁ । ଏହାର ସୂଚନା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)ଗୁରୁବାର ଦିନ ଦେଇଛି। ଏନେଇ ବିସିବି ପକ୍ଷରୁ କୁହାଯାଇଛି ଯେ, ପିଠିରେ ଆଘାତ ଲାଗିଥିବାରୁ ସୈଫୁଦ୍ଦିନ ଭାରତ ଗସ୍ତ କରିବେ ନାହଁ। ତାଙ୍କୁ ବିଶ୍ରାମ ଦିଆଯାଇଛି ।

ଏଥିସହ ବିସିବି ଚୟନକର୍ତ୍ତା ହବିବୁଲ ବାସର କହିଛନ୍ତି ଯେ, 22ବର୍ଷୀୟ ସୈଫୁଦ୍ଦିନଙ୍କ ସ୍ଥାନରେ ଆମେ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲ କରିବୁ । ଭାରତ ପଡୋଶୀ ଦେଶ ହୋଇଥିବାରୁ ଆମେ ଯେକୌଣସି ସମୟରେ ରିପ୍ଲେସମେଣ୍ଟ ଖେଳାଳି ପଠାଇ ପାରିବୁ ।

ସୂଚନାଥାଉକି, ବାଂଲାଦେଶ ଓ ଭାରତ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ 3ନଭେମ୍ବରରେ ଦିଲ୍ଲୀରେ ଖେଳାଯିବ । ସେହିପରି 2ୟ ମ୍ୟାଚ 7ନଭେମ୍ବର ଦିନ ରାଜକୋଟରେ ଓ ତୃତୀୟ ମ୍ୟାଚ 10 ନଭେମ୍ବରରେ ନାଗପୁର ଠାରେ ଖେଳାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.