ETV Bharat / sports

ନାଗପୁରରେ ନିର୍ଣ୍ଣାୟକରେ ହ୍ୟାଟ୍ରିକ ଜଲୱା, 2-1ରେ ସିରିଜ ଜିତିଲା ଟିମ ଇଣ୍ଡିଆ - India vs Bangladesh 3rd T20I

ଭାରତର 175 ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ 144 ରନରେ ଅଲଆଉଟ୍‌ ହୋଇଯାଇଛି ।

2-1ରେ ସିରିଜ ଜିତିଲା ଟିମ ଇଣ୍ଡିଆ
author img

By

Published : Nov 11, 2019, 12:07 AM IST

Updated : Nov 11, 2019, 7:35 AM IST

ନାଗପୁର: ନିର୍ଣ୍ଣାୟକ ମ୍ୟାଚରେ ହ୍ୟାଟ୍ରିକ ଜଲୱା । ଶ୍ରେୟସ ଆୟରଙ୍କ ହ୍ୟାଟ୍ରିକ ଛକା, ସେପଟେ ଦୀପକ ଚହରଙ୍କ ହ୍ୟାଟ୍ରିକ ୱିକେଟ । 2-1ରେ ସିରିଜ ଜିତିଲା ଟିମ ଇଣ୍ଡିଆ । ଭାର ପଡିଲା ରୋହିତଙ୍କ ରଣନୀତି । 30 ରନରେ ମ୍ୟାଚ ଜିତିଲା ଟିମ ଇଣ୍ଡିଆ ।

ଭାରତର 175 ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ 144 ରନରେ ଅଲଆଉଟ୍‌ ହୋଇଯାଇଛି । ବିଜୟରେ ଦୀପକ ଚହର ମାତ୍ର 7 ରନ୍‌ ଦେଇ 6ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ 3ଟି ୱିକେଟ ଦଖଲ କରିଛନ୍ତି । ତେବେ ଟି-20 କ୍ରିକେଟରେ ପ୍ରଥମ ଭାରତୀୟ ବୋଲର ଭାବେ 6 ୱିକେଟ ନେଇଛନ୍ତି ଦୀପକ ଚହର । ଏଥି ସହି ଅଜନ୍ତା ମେଣ୍ଡସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଉଭୟ 'ମ୍ୟାନ ଅଫ ଦ ମ୍ୟାଚ' ଓ 'ମ୍ୟାନ ଅଫ ସିରିଜ' ଦୀପକଙ୍କୁ ଦିଆଯାଇଛି ।

ସେହିପରି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପାଇଁ ହ୍ୟାଟ୍ରିକ ଛକା ସହ ଶ୍ରେୟସ ଆୟର ବିସ୍ଫୋରକ 62ରନର ପାଳଇ ଖେଳିଥିଲେ ।

Intro:Body:

BLANK

Conclusion:
Last Updated : Nov 11, 2019, 7:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.