ETV Bharat / sports

ଇନ୍ଦୋର ଟେଷ୍ଟ: ଟସ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି - ବାଂଲାଦେଶ କ୍ୟାପଟେନ ମୋମିନୁଲ

ଭାରତ-ବାଂଲାଦେଶ ଇନ୍ଦୋର ଟେଷ୍ଟରେ ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଭାରତ-ବାଂଲାଦେଶ
author img

By

Published : Nov 14, 2019, 10:04 AM IST

ଇନ୍ଦୋର: ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହୋଲକାର ଷ୍ଟାଡିୟମ ଇନ୍ଦୋରରେ ଖେଳାଯାଉଛି । ପ୍ରଥମେ ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଭାରତୀୟ ବୋଲରଙ୍କୁ ପ୍ରଥମେ ସାମ୍ନା କରିବ ବାଂଲାବାହୀନି ।

ତେବେ ବାଂଲାଦେଶ ଟସ ଜିତିବା ପରେ ଆରମ୍ଭରୁ ମ୍ୟାଚ ଫଳାଫଳ ନେଇ ରୋମାଞ୍ଚକର ସ୍ଥିତି ସୃଷ୍ଟି ହୋଇଛି । 2018 ପରଠାରୁ ପ୍ରଥମେ ବୋଲିଂ କରି ଭାରତର ବିଜୟ ରେକର୍ଡ ଭଲ ନାହିଁ । ଶେଷ 8ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷ ହାଇଦ୍ରାବାଦ ଟେଷ୍ଟକୁ ବାଦ ଦେଲେ ବାକି ମ୍ୟାଚରେ ଭାରତକୁ ପରାଜୟ ମିଳିଛି ।

ଭାରତୀୟ ଚୂଡାନ୍ତ ଏକାଦଶ: ମହଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଜ୍ଞ ରାହାଣେ, ରବିନ୍ଦ୍ର ଜାଡେଜା, ରିଦ୍ଧିମାନ ଶାହା(ୱିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ଉମେଶ ଯାଦବ, ମହମ୍ମଦ ସାମି, ଇଶାନ୍ତ ଶର୍ମା ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ଇମରୁଲ କାଇସ, ସହମାନ ଇସଲାମ, ମହମ୍ମଦ ମିଥୁନ, ମୋମିନୁଲ ହକ(କ୍ୟାପଟେନ), ମୁସଫିକର ରହିମ, ମହମ୍ମଦୁଲ୍ଲା, ଲିଟନ ଦାସ(ୱିକେଟପକିପର), ମେହେନ୍ଦୀ ହାସନ, ତୈଜୁଲ ଇସଲାମ, ଅବୁ ଜାୟଦ, ଇବାଦତ ହୁସେନ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.