ETV Bharat / sports

ଟେଷ୍ଟ, ଟି20 ପରେ ଦିନିକିଆ ସିରିଜ ଜିତିଲା ଭାରତ - ସିରିଜ ଜିତିଲା ଭାରତ

ଇଂଲଣ୍ଡ ବିପକ୍ଷ ରୋମାଞ୍ଚକର ତୃତୀୟ ଦିନିକିଆକୁ 7 ରନ୍‌ରେ ଜିତିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

India beat England by 7 runs in 3rd ODI, clinch series 2-1
ଟେଷ୍ଟ, ଟି20 ପରେ ଦିନିକିଆ ସିରିଜ ଜିତିଲା ଭାରତ
author img

By

Published : Mar 28, 2021, 10:42 PM IST

Updated : Mar 28, 2021, 11:01 PM IST

ପୁନେ: ଇଂଲଣ୍ଡ ବିପକ୍ଷ ରୋମାଞ୍ଚକର ତୃତୀୟ ଦିନିକିଆକୁ 7 ରନ୍‌ରେ ଜିତିବା ସହ ଦିନିକିଆ ସିରିଜକୁ 2-1ରେ ବିଜୟୀ ହୋଇଛି ଭାରତ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶେଷ ବଲ୍‌ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିଲା ।

330 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ପକ୍ଷରୁ ଅଲରାଉଣ୍ଡର ସାମ କରନ 83 ବଲ୍‌ରୁ 95 ରନର ଦମଦାର ଇଂନିସ ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ । ଏକ ସମୟରେ 200 ରନରେ 7 ୱିକେଟ ହରାଇଥିବା ଭ୍ରମଣକାରୀ ଦଳ 330 ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେବା ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ମ୍ୟାଚର ଶେଷ ଭାଗରେ ଭାରତୀୟ ବୋଲରଙ୍କ କମାଲ ଯୋଗୁଁ ବିଜୟୀ ହୋଇଥିଲା ଦଳ ।

ପୂର୍ବରୁ ଋଷଭ ପନ୍ତଙ୍କ 78, ଶିଖର ଧାୱନଙ୍କ 67 ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 64 ରନର ବଳରେ ଭାରତର 329 ରନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2021, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.