ETV Bharat / sports

ଟେଷ୍ଟରେ ରୋହିତଙ୍କ ଛକା ବର୍ଷା, ଭାଙ୍ଗିଲେ ସିଦ୍ଧୁଙ୍କ ରେକର୍ଡ

author img

By

Published : Oct 5, 2019, 8:10 PM IST

ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ 13ଟି ଛକା ମାରି ରେକର୍ଡ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ପୂର୍ବରୁ ଏହି ରେକର୍ଡ ନବଜିତ ସିଂହ ସିଦ୍ଧୁଙ୍କ ନାମରେ ରହିଥିଲା ।

ଫଟୋ ସୌଜନ୍ୟ: twitter@BCCI

ବିଶାଖାପାଟନାମ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କ ନିଆରା ରେକର୍ଡ । ଗୋଟିଏ ମ୍ୟାଚରେ ସର୍ବାଧିକ 13ଟି ଛକା ମାରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ପ୍ରଥମ ଇଂନିସରେ 6ଟି ଓ 2ୟ ଇଂନିସରେ 7ଟି ବିଶାଳ ଛକା ମାରିଛନ୍ତି ରୋହିତ । ଫଳରେ 25 ବର୍ଷ ତଳର ପୁରୁଣା ରେକର୍ଡ ଭଙ୍ଗ ହୋଇଛି ।

ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ ନବଜିତ ସିଂହ ସିଦ୍ଧୁଙ୍କ ନାମରେ ରହିଥିଲା । ଲକ୍ଷ୍ନୌରେ ଶ୍ରୀଲଙ୍କା ବିପକ୍ଷରେ ସିଦ୍ଧୁ 8ଟି ଛକା ମାରି ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଥିଲେ ।

32 ବର୍ଷିୟ ରୋହିତ ୱାସିମ ଆକ୍ରମଙ୍କୁ ମଧ୍ୟ ପଛରେ ପକାଇଛନ୍ତି । 1992ରେ ଜିମ୍ବାୱେ ବିପକ୍ଷରେ ପାକିସ୍ତାନର ୱାସିମ ଆକ୍ରମ 12ଟି ଛକା ମାରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.