ETV Bharat / sports

ମୋଟେରାରେ ବେଶ୍‌ ସାନଦାର ଅନୁଭବ ମିଳିବ: କୁଲଦୀପ

author img

By

Published : Feb 20, 2021, 2:38 PM IST

ନବକଳେବର ପରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ, 'ମୋଟେରା' ଷ୍ଟାଡିୟମ ସୁନ୍ଦର ରୂପରେ ସଜେଇ ହୋଇଛି ।

ମୋଟେରାରେ ବେଶ୍‌ ସାନଦାର ଅନୁଭବ ମିଳିବ: କୁଲଦୀପ
ମୋଟେରାରେ ବେଶ୍‌ ସାନଦାର ଅନୁଭବ ମିଳିବ: କୁଲଦୀପ

ଅହମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । 24 ଫେବୃଆରୀରେ ମୋଟେରା ଷ୍ଟାଡିୟମରେ 3ୟ ଟେଷ୍ଟ ମ୍ୟାଚ ଖେଳାଯିବ ।

ତେବେ କୁଳଦୀପ ଯାଦବ ମୋଟେରା ଷ୍ଟାଡିୟମର ଫଟୋ ସେୟାର କରିଛନ୍ତି ଓ ଏହି ଷ୍ଟାଡିୟମ ନିର୍ମାଣରେ ସାମିଲ ଥିବା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଟ୍ବିଟରେ ଲେଖିଛନ୍ତି ଏଠାରେ ଖେଳିବା ବେଶ୍‌ ସାନଦାର ହେବ ।

କୁଳଦୀପଙ୍କ ପୂର୍ବରୁ ଶୁକ୍ରବାର ଦିନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.