ଅହମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । 24 ଫେବୃଆରୀରେ ମୋଟେରା ଷ୍ଟାଡିୟମରେ 3ୟ ଟେଷ୍ଟ ମ୍ୟାଚ ଖେଳାଯିବ ।
-
What a brilliant stadium @GCAMotera Great work done by everyone associated with building this facility. It will be an amazing experience to play here. 🏟️👌🏻 @JayShah @mpparimal @GCAMotera pic.twitter.com/RAk2D75KrR
— Kuldeep yadav (@imkuldeep18) February 20, 2021 " class="align-text-top noRightClick twitterSection" data="
">What a brilliant stadium @GCAMotera Great work done by everyone associated with building this facility. It will be an amazing experience to play here. 🏟️👌🏻 @JayShah @mpparimal @GCAMotera pic.twitter.com/RAk2D75KrR
— Kuldeep yadav (@imkuldeep18) February 20, 2021What a brilliant stadium @GCAMotera Great work done by everyone associated with building this facility. It will be an amazing experience to play here. 🏟️👌🏻 @JayShah @mpparimal @GCAMotera pic.twitter.com/RAk2D75KrR
— Kuldeep yadav (@imkuldeep18) February 20, 2021
ତେବେ କୁଳଦୀପ ଯାଦବ ମୋଟେରା ଷ୍ଟାଡିୟମର ଫଟୋ ସେୟାର କରିଛନ୍ତି ଓ ଏହି ଷ୍ଟାଡିୟମ ନିର୍ମାଣରେ ସାମିଲ ଥିବା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ଟ୍ବିଟରେ ଲେଖିଛନ୍ତି ଏଠାରେ ଖେଳିବା ବେଶ୍ ସାନଦାର ହେବ ।
କୁଳଦୀପଙ୍କ ପୂର୍ବରୁ ଶୁକ୍ରବାର ଦିନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ।