ETV Bharat / sports

ରାଜକୋଟ ଦିନିକିଆ: ଜାନୁଆରୀ ପହିଲାରୁ ଅନଲାଇନ ଟିକଟ ବିକ୍ରି - ରାଜକୋଟ ଦିନିକିଆ

ଭାରତ-ଅଷ୍ଟ୍ରେଲିଆ 2ୟ ଦିନିକିଆ ମ୍ୟାଚ ପାଇଁ ଜାନୁଆରୀ 1ରୁ ଅନଲାଇନ ଟିକଟ ବିକ୍ରି ଆରମ୍ଭ ହେବ ବୋଲି ଷ୍ଟାଡିୟମ କର୍ତ୍ତୃପକ୍ଷ ସୂଚାନା ଦେଇଛନ୍ତି । ଏହି ମ୍ୟାଚ ଗୁଜୁରାଟର ରାଜକୋଟ ଷ୍ଟାଡିୟମରେ ଖେଳାଯିବ ।

Ind VS Aus: online ticket booking will start on 1 january for rajkot odi
ରାଜକୋଟ ଦିନିକିଆ ପାଇଁ ଜାନୁଆରୀ 1ରୁ ଅନଲାଇନ ଟିକେଟ ବିକ୍ରି
author img

By

Published : Dec 28, 2019, 5:57 PM IST

ରାଜକୋଟ: ନୂଆ ବର୍ଷରୁ ଅଷ୍ଟ୍ରେଲିଆର ଭାରତ ଗସ୍ତ । ଜାନୁଆରୀ 14ରୁ ଖେଳାଯିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ତେବେ ଗୁଜୁରାଟର ରାଜକୋଟ ଷ୍ଟାଡିୟମରେ ଖେଳାଯିବ 2ୟ ମ୍ୟାଚ । ଯାହାକି ଜାନୁଆରୀ 17ରେ ଖେଳାଯିବାର ଯୋଜନା ରହିଛି ।

ତେବେ ଏହି ମ୍ୟାଚ ପାଇଁ ଜାନୁଆରୀ 1ରୁ ଅନଲାଇନ ଟିକଟ ବିକ୍ରି ଆରମ୍ଭ ହେବ ବୋଲି ଷ୍ଟାଡିୟମ କର୍ତ୍ତୃପକ୍ଷ ସୂଚାନା ଦେଇଛନ୍ତି ।

  • ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ସିନା ଆବୋଟ, ଆଷ୍ଟନ ଅଗର, ଆଲକ୍ସ କ୍ୟାରି, ଜୋସ ହାଜେଉଡ, ମାରନୁସ ଲାବୁସଚେଞ୍ଜ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।
  • ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ନବଦୀପ ସାଇନି, ଜଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ।

Intro:રાજકોટમાં 17જાન્યુઆરીએ ભારત- ઓસ્ટ્રેલિયા બચ્ચે વન-ડે તૈયારીઓ શરૂ

રાજકોટ: રાજકોટના ખંડેરી સ્ટેડિયમ ખાતે આગામી 17 જાન્યુઆરી 2020ના રોજ વન-ડે મેચ રમાનાર છે. જેને લઈને ફરી એકવખત રાજકોટવાસીઓમાં ક્રિકેટ મેચને લઈને ભારે ઉત્સાહ જોવા મળી રહ્યો છે. આગામી જાન્યુઆરી ઓસ્ટ્રેલિયા ભારત સાથે ત્રણ વન-ડે મેચ રમશે. જેમાં બીજો વન-ડે મેચ રાજકોટના ખંડેરી સ્ટેડિયમને મળ્યો છે. રાજકોટમાં મેચ રમનાર હોય તેની ટિકિટનુપન વહેંચાણ આગામી દિવસોમાં શરૂ કરવામાંઆવનાર છે. જેમાં ઓનલાઈન ટિકિટનું વહેંચવામાં 1 જાન્યુઆરીથી તેમજ આઉટલેટ વહેંચણ 9 જાન્યુઆરીથી થશે. ઉલ્લેખનીય છે કે ઓસ્ટ્રેલિયાની ટિમ અગાઉ પર રાજકોટમાં બે મેચ રમી ચુકી છે. રાજકોટમાં ઓસ્ટ્રેલિયા અને ભારત વચ્ચેના વન-ડે મેચને લઈને ક્રિકેટ પ્રેમીઓમાં પણ ભારે ઉત્સાહ જોવા મળી રહ્યોંછે.

Body:રાજકોટમાં 17જાન્યુઆરીએ ભારત- ઓસ્ટ્રેલિયા બચ્ચે વન-ડે તૈયારીઓ શરૂ
Conclusion:રાજકોટમાં 17જાન્યુઆરીએ ભારત- ઓસ્ટ્રેલિયા બચ્ચે વન-ડે તૈયારીઓ શરૂ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.