ETV Bharat / sports

ଇଜାଜ୍‌ ହେଲେ ପାକ୍‌ ଅଣ୍ଡର-19 କ୍ରିକେଟ ଟିମର ମୁଖ୍ୟ କୋଚ

author img

By

Published : Aug 27, 2019, 12:53 PM IST

ପୂର୍ବତନ ପାକ୍‌ ବ୍ୟାଟ୍ସମ୍ୟାନ ଇଜାଜ୍‌ ଅହମ୍ମଦ ଅଣ୍ଡର-19 କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଗୁରୁ ଦାୟିତ୍ବ ପାଇଁ  ଇଜାଜ୍‌ ଅହମ୍ମଦ ପ୍ରସ୍ତୁତ ଥିବା କହିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@TheRealPCB

ଲାହୋର: ପୂର୍ବତନ ପାକ୍‌ ବ୍ୟାଟ୍ସମ୍ୟାନ ଇଜାଜ୍‌ ଅହମ୍ମଦ ଅଣ୍ଡର-19 କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଗତ ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ନିଷ୍ପତ୍ତି ନେଇଛି । ତେବେ ତାଙ୍କର କାର୍ଯ୍ୟକାଳ ସମୟ 3ବର୍ଷ ରହିଛି ।

ତେବେ ଏହି ଗୁରୁ ଦାୟିତ୍ବ ପାଇ ଇଜାଜ୍‌ ଅହମ୍ମଦ କହିଛନ୍ତି ଯେ, ପିସିବି ମୋ ଉପରେ ଭରସା କରିଛି ସେଥିପାଇଁ କୃତଜ୍ଞ ଜ୍ଞାପନ କରୁଛି । ଜୁନିୟର କ୍ରିକେଟ ଟିମ ଦେଶର ଲାଇଫଲାଇନ । ମୁଁ ଏହି ଦାୟିତ୍ବ ପାଇଁ ପ୍ରସ୍ତୁତ ଅଛି ।

head coach
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@TheRealPCB

ସୂଚନାଥାଉକି, 2009ରୁ ପ୍ରଶିକ୍ଷକ ଭାବେ କାମ କରୁଥିବା ଇଜାଜ୍‌ ଅହମ୍ମଦ ପାକିସ୍ତାନ'ଏ' ଅଣ୍ଡର-19 ଟିମ୍‌ର କୋଚ ରହିଛନ୍ତି । 2010 ମସିହାରେ ଇଜାଜ୍‌ କିଛି ଦିନ ପାଇଁ ସିନିୟର ଟିମର ବି କୋଚ୍‌ ରହିଛନ୍ତି ।

ତେବେ ସେପ୍ଟେମ୍ବର5ରୁ ଆରମ୍ଭ ହେବାକୁ ଥିବା ଅଣ୍ଡର-19 ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାକ୍‌ ଟିମ୍‌ର ମୁଖ୍ୟ କୋଚ ଭାବେ ଇଜାଜ୍‌ ଦାୟିତ୍ବ ଗ୍ରହଣ କରିବେ ।

Intro:Body:

ppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.