ETV Bharat / sports

କୋହଲି କରିଛନ୍ତି ଏମିତି କାମ, ଖୁଲାସା କଲେ ସୁମିତ ନାଗଲ

author img

By

Published : Sep 2, 2019, 9:55 PM IST

Updated : Sep 2, 2019, 10:58 PM IST

ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ ନାଗଲ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ସୁମିତ କହିଛନ୍ତି ଯେତେବେଳେ ସେ ଅସୁବିଧାରେ ଥାଆନ୍ତି, ସେବେ କୋହଲି ତାଙ୍କୁ ଆର୍ଥିକ ସହାୟତା କରନ୍ତି।

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ ନାଗଲ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ସୁମିତ କହିଛନ୍ତି ଯେତେବେଳେ ସେ ଅସୁବିଧାରେ ଥାଆନ୍ତି, ସେବେ କୋହଲି ତାଙ୍କୁ ସହଯୋଗ କରନ୍ତି । ଉଭୟ ଆର୍ଥିକ ଓ ମାନସିକ ସ୍ଥରରେ କ୍ୟାପଟେନ କୋହଲି ସୁମିତଙ୍କୁ ସହଯୋଗ କରିଛନ୍ତି

ଆଜି ସେ କେଉଁ ସ୍ଥରରେ ପହଞ୍ଚିଛନ୍ତି ଜାଣିନାହାଁନ୍ତି । ଯେଉଁଠି ବି ଆସିପାରିଛନ୍ତି ତାହା କୋହଲିଙ୍କ ସହଯୋଗ ବିନା ଅସମ୍ଭବ ବୋଲି ସୁମିତ କହିଛନ୍ତି। 22 ବର୍ଷିୟ ସୁମିତ ନିକଟରେ ପ୍ରଥମ ଗ୍ରାଣ୍ଡ ସ୍ଳାମ ଡେବ୍ୟୁ କରିଛନ୍ତି । US Openର ପ୍ରଥମ ରାଉଣ୍ଡରେ ମହାନ ଟେନିସ ଖେଳାଳି ରୋଜର ଫେଡେରରଙ୍କ ସହ ସୁମିତଙ୍କର ଟକ୍କର ହୋଇଥିଲା । ପ୍ରଥମ ସେଟରେ 6-4 ପଏଣ୍ଟରେ ଭେଟେରାନ ଟେନିସ ଷ୍ଟାର ଫେଡେରରଙ୍କୁ ହରାଇଥିଲେ ସୁମିତ।

ତେବେ ପରବର୍ତ୍ତୀ 3ଟି ସେଟରେ 1-6, 2-6, 4-6 ସେଟ୍ରେ ସୁମିତ ପରାସ୍ତ ହୋଇଥିଲେ । 20ଥରର ଗ୍ରାଣ୍ଡସ୍ଳାମ ଚମ୍ପିଆନ ଫେଡେରରଙ୍କ ସହ ଲଢୁଆ ପ୍ରଦର୍ଶନ କରିଥିଲେ ସୁମିତ । ମ୍ୟାଚ ହାରି ମଧ୍ୟ ନିଜ ପ୍ରଦର୍ଶନ ପାଇଁ ପ୍ରଶଂସା ସାଉଁଟିଥିଲେ ସୁମିତ।

Intro:Body:

BLANK FOR LINK

Conclusion:
Last Updated : Sep 2, 2019, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.