ETV Bharat / sports

4 ଦିନିଆ ଟେଷ୍ଟ ମ୍ୟାଚ ନିୟମକୁ ସୋଏବ ଅଖତରଙ୍କ ନା

author img

By

Published : Jan 6, 2020, 1:56 PM IST

ଟେଷ୍ଟ ମ୍ୟାଚ 5 ଦିନ ବଦଳରେ 4ଦିନ କରିବା ଚର୍ଚ୍ଚାକୁ ଅଯୌକ୍ତିକ କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। ଅଧିକ ପଢନ୍ତୁ...

Shoaib Akhtar
4 ଦିନିଆ ଟେଷ୍ଟ ମ୍ୟାଚ ନିୟମ

ହାଇଦ୍ରାବାଦ: ଟେଷ୍ଟ ମ୍ୟାଚ 5 ଦିନ ବଦଳରେ 4ଦିନ କରିବା ଚର୍ଚ୍ଚାକୁ ଅଯୌକ୍ତିକ କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। କ୍ରିକେଟ ଦୁନିଆର କେହି ବି ଏହାକୁ ଗ୍ରହଣ କରିବେ ନାହିଁ କହିଛନ୍ତି ସୋଏବ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର କ୍ରିକେଟରେ ଅନେକ ଅଭିଜ୍ଞତା ରହିଛି। ସେଥିପାଇଁ ସେ ଏପ୍ରକାର ପରିବର୍ତ୍ତନରେ ସହମତି ପ୍ରକାଶ କରିବେ ନାହଁ ବୋଲି ସେ ଆଶାବାଦୀ କହିଛନ୍ତି ଅଖତର। ଏପରି ହେଲେ ଟେଷ୍ଟ କ୍ରିକେଟ ମୃତ ସମାନ ହୋଇଯିବ ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବିସିସିଆଇର ବିନା ଅନୁମତିରେ ଏହି ପରିବର୍ତ୍ତନ କରିପାରିବେ ନାହିଁ। ସେଥିପାଇଁ ବିସିସିଆଇ ସଭାପତି ଏହି ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ଜରୁରୀ। ଏହାସହିତ କ୍ରିକେଟର ଲମ୍ବା ଫର୍ମାଟର ଗ୍ରହଣୀୟତା ଦୃଷ୍ଟିରୁ ଏସିଆର ସମସ୍ତ କ୍ରିକେଟର ଏହାକୁ ବିରୋଧ କରିବାକୁ ରାୱଲପିଣ୍ଡି ଏକ୍ସପ୍ରେସ ଅପିଲ କରିଛନ୍ତି। ଆଗାମୀ 2023 ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଖେଳାଯିବାକୁ ଥିବା ସମସ୍ତ ଟେଷ୍ଟ ମ୍ୟାଚ 4 ଦିନ ବିଶିଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.