ETV Bharat / sports

ଆଇସିସି u-19 ବିଶ୍ବକପ: ଜାଣନ୍ତୁ ଭାରତୀୟ ଦଳର ମ୍ୟାଚ ସୂଚୀ

author img

By

Published : Jan 16, 2020, 12:48 PM IST

ଆଇସିସି 19 ବର୍ଷରୁ କମ ବିଶ୍ବକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଚଳିତ ମାସ 19 ତାରିଖରେ ଜୁନିୟର ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ...

ICC U19 World Cup 2020
ଆଇସିସି u-19 ବିଶ୍ବକପ

ହାଇଦ୍ରାବାଦ: ଆଇସିସି 19 ବର୍ଷରୁ କମ ବିଶ୍ବକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଚଳିତ ମାସ 19 ତାରିଖରେ ଜୁନିୟର ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଫେବୃୟାରୀ 3ରେ ହେବାକୁଥିବା ବିଶ୍ବକପ ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି ଜୁନିୟର ଟିମ ଇଣ୍ଡିଆ । ଏଥିସହିତ 5ମଥର ବିଶ୍ବକପ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ ।

ICC U19 World Cup 2020
19 ବର୍ଷରୁ କମ ବିଶ୍ବକପ ଭାରତୀୟ ଦଳ

ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରିୟମ ଗାର୍ଗଙ୍କ ନେତୃତ୍ବରେ ଭାରତୀୟ ଦଳ ଫର୍ମରେ ରହିଛି । ଗତ ସେପ୍ଟମ୍ବରରେ 19 ବର୍ଷରୁ କମ ଏସିଆ କପ ଓ ନିକଟରେ ତ୍ରୀରାଷ୍ଟ୍ରୀୟ ସିରିଜରେ ମଧ୍ୟ ବିଜୟ ହୋଇଛି ପ୍ରିୟମ ଗାର୍ଗଙ୍କ ଦଳ । ଗ୍ରୁପ ଷ୍ଟେଜରେ ଶ୍ରୀଲଙ୍କା, ଜାପାନ, ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଦଳ । ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ।
19 ବର୍ଷରୁ କମ ବିଶ୍ବକପରେ ଭାରତୀୟ ଦଳର ମ୍ୟାଚ ସୂଚୀ:

ଜାନୁୟାରୀ 19: ଭାରତ ବନାମ ଶ୍ରୀଲଙ୍କା(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)

ଜାନୁୟାରୀ 21: ଭାରତ ବନାମ ଜାପାନ(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)

ଜାନୁୟାରୀ 24: ଭାରତ ବନାମ ନ୍ୟୁଜିଲାଣ୍ଡ(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)

ଫେବୃୟାରୀ 03: ଭାରତ ବନାମ ନ୍ୟୁଜିଲାଣ୍ଡ(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)

ଫେବୃୟାରୀ 03.2020: ଫାଇନାଲ
(ସେନୱେସ ପାର୍କ)

19 ବର୍ଷରୁ କମ ଭାରତୀୟ ଦଳ: ପ୍ରିୟମ ଗାର୍ଗ(କ୍ୟାପଟେନ), ଜଶଶ୍ବୀ ଜୟଶ୍ବାଲ, ତିଳକ ବର୍ମା, ଦିବ୍ୟାଂଶ ସାକ୍ସେନା, ଧ୍ରୁବ ଚାନ୍ଦ ଜୁରେଲ, ସାଶ୍ବତ ରାୱତ, ଶିଧେସ ବୀର, ସୁଭଙ୍ଗ ହେଗଡେ, ରବି ବିଷ୍ଣୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଅଥର୍ବ ଆଙ୍କୋଲେକର, କୁମାର କୁସଗ୍ରା, ସୁଶାନ୍ତ ମିଶ୍ର, ବିଦ୍ୟାଧର ପାଟିଲ ।

Intro:Body:

bgbn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.