ETV Bharat / sports

19 ବର୍ଷରୁ କମ ବିଶ୍ବକପ ଫାଇନାଲ: ଭାରତର ବ୍ୟାଟିଂ ଜାରି

author img

By

Published : Feb 9, 2020, 1:11 PM IST

Updated : Feb 9, 2020, 2:17 PM IST

ICC U-19 WorldCup
ଭାରତର ବ୍ୟାଟିଂ ଜାରି

12:22 February 09

ବ୍ୟାଟିଂ କରୁଛି ଭାରତ

ICC U-19 WorldCup
ଫଟୋ ସୌଜନ୍ୟ: twitter@ICC

ପୋଟଚେଷ୍ଟ୍ରମ: ଭାରତ-ବାଂଲାଦେଶ ମଧ୍ୟରେ 19 ବର୍ଷରୁ କମ ବିଶ୍ବକପ ଫାଇନାଲ ମୁକାବିଲା ଖେଳାଯାଉଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଫଳରେ ଫାଇନାଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । 

19 ବର୍ଷରୁ କମ ଭାରତୀୟ ଚୁଡାନ୍ତ ଏକାଦଶ: ଯଶସ୍ବୀ ଜୟଶ୍ବାଲ, ଦିବ୍ୟାଂସ ସାକ୍ସେନା, ତିଳକ ବର୍ମା, ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଶିଧେଶ ବୀର, ଅଥର୍ବ ଆଙ୍କୋଲେକର, ରବି ବିଷ୍ଣୋଇ, ସୁଶାନ୍ତ ରାୱତ, କାର୍ତ୍ତିକ ତ୍ୟାଗି, ଆକାଶ ସିଂହ।

19 ବର୍ଷରୁ କମ ବାଂଲାଦେଶ ଚୁଡାନ୍ତ ଏକାଦଶ: ପରଭେଜ ହୁସେନ ଇମନ, ତାଞ୍ଜିଦ ହସନ, ମହମ୍ମଦୁଲ ହସନ ଜୟ, ତୋହ୍ବିଦ ହ୍ରିଦୟ, ସଦଦାତ ହୁସେନ, ଅକବାର ଅଲ୍ଲୀ(ୱିକେଟ କିପର/କ୍ୟାପଟେନ), ସାମିମ ହୁସେନ, ରକିବୁଲ ହସନ, ସୋର୍ଫିଉଲ ଇସଲାମ, ତାଞ୍ଜିମ ହସନ ସାକିବ, ଅଭିଷେକ ଦାସ। 

Intro:Body:

zdgh

Conclusion:
Last Updated : Feb 9, 2020, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.