ETV Bharat / sports

U-19 କ୍ରିକେଟ ବିଶ୍ବକପ: ଆଜି ଭାରତ-ଜାପାନ ଲଢେଇ - ଭାରତ- ଜାପାନ 19 ବର୍ଷରୁ କମ କ୍ରିକେଟ

ଆଜି 19 ବର୍ଷରୁ କମ କ୍ରିକେଟ ବିଶ୍ବକପରେ ଭାରତ, ଜାପାନ ବିପକ୍ଷରେ 2ୟ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 90 ରନରେ ହରାଇଥିଲା ଜୁନିୟର ଟିମ ଇଣ୍ଡିଆ। ଅଧିକ ପଢନ୍ତୁ...

ICC U-19 World Cup
U-19 କ୍ରିକେଟ ବିଶ୍ବକପ
author img

By

Published : Jan 21, 2020, 12:23 PM IST

Updated : Jan 21, 2020, 1:27 PM IST

ବ୍ଳୋଏମଫୋଣ୍ଟନ: ଡିଫେଣ୍ଡିଂ ଚମ୍ପିଆନ ଭାରତ, 19 ବର୍ଷରୁ କମ ବିଶ୍ବକପ 2020ରେ ଦମଦାର ପ୍ରଦର୍ଶନରୁ ଆରମ୍ଭ କରଛି। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 90 ହରାଇଥିଲା ପ୍ରିୟମ ଗର୍ଗଙ୍କ ନେତୃତ୍ୱାଧିନ ଭାରତୀୟ ଦଳ। ଆଜି 2ୟ ମ୍ୟାଚରେ ଜାପାନକୁ ଭେଟିବ ଜୁନିୟର ଟିମ ଇଣ୍ଡିଆ। ପ୍ରଦର୍ଶନ ଦୃଷ୍ଟିରୁ ଭାରତୀୟ ଦଳର ପଲ୍ଲା ଭାରୀ ରହିଛି ।

ଜାପାନକୁ ଅପେକ୍ଷାକୃତ ଅନଭିଜ୍ଞ ଦଳ ଭାବେ ବିବେଚନା କରାଯାଉଛି। ଫଳରେ ପ୍ରଥମ ମ୍ୟାଚ ଭଳି 2ୟ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆର ଧମାକାଦାର ପ୍ରଦର୍ଶନ ଆଶା ରହିଛି। ଜାପାନର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହ ରହିଥିଲା। ମାତ୍ର ବର୍ଷା ଏହି ମ୍ୟାଚରେ ବାଧକ ସାଜିଥିଲା । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଥିଲେ।

19 ବର୍ଷରୁ କମ ଭାରତୀୟ ଦଳ: ଜଶଶ୍ବୀ ଜୟଶ୍ବାଲ, ଦିବ୍ୟାଂସ ସାକସେନା, ତିଳକ ବର୍ମା, ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଶିଧେସ ବୀର, ଶୁଭଙ୍ଗ ହେଗଡେ, ସୁଶାନ୍ତ ମିଶ୍ର, ରରୀ ବିଷ୍ଣୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ବିଦ୍ୟାଧର ପାଟିଲ, ସୁଶାନ୍ତ ରାୱତ, ଅଥର୍ବ ଆଙ୍କୋଲେକର, କୁମାର କୁଶାଗ୍ରା।

19 ବର୍ଷରୁ କମ ଜାପାନ ଦଳ: ମାର୍କସ ଥ୍ରୁଗେଟ(କ୍ୟାପଟେନ/ୱିକେଟ କିପର), ନୀଲ ଡେଟ, କୋଣ୍ଟୋ ଓଟା ଡୋବେଲ, ଇଶହାନ ଫର୍ଟାଲ, ସୋର ସିଚକି, ସୁ ନୋଗୁଚି, ୟୁଗନ୍ଧର ରେଥ୍ରେକର, କାଜୁମାସ ତାକାହସି, ଆସଲେ ଥ୍ରୁଗେଟ, ଲିଓନୱ ମେହଲିଙ୍ଗ, ମାସାତୋ ମୋରିତା, ରେଇଜି ସୁତୋ।

Intro:Body:

Bloemfontein: Reigning champions India kicked off their ICC U-19 World Cup campaign in style as they registered a 93-run win over Sri Lanka. Now on Tuesday, Indian colts will take on Japan at the Mangaung Oval here.

In their opening encounter, India exhibited an all-round performance. They held complete control over the game against Sri Lanka. A similar performance is expected from Boys in Blue against Japan U-19 team. Nevertheless, India will start favourites against Japan, who are playing an ICC event for the first time. 

Japan U-19 team begun their campaign with a point as their match against New Zealand failed to produce a result due to rain. However, before the rain interrupted the play Japanese bowlers' weakness was exposed by New Zealand batsmen. The Kiwis had accumulated 195 runs off 28 overs, scalping just two wickets. 

With India are blessed with a strong batting line-up Japanese bowlers may have another bad day at the field. 

In the game against Sri Lanka, batting first India got off to a superb start with openers Yashasvi Jaiswal and Divyansh Saxena piled up 66 runs. 

After a solid start Tilak Verma, Priyam Garg, Dhruv Jurel and Siddhesh Veer chipped in with solid performances with the willow in hand to help India post 297. With the ball in hand Akash Singh and Ravi Bishnoi then picked up two wickets each to ensure India's empathic victory. 

On Monday, Indian batsmen will look to up their ante before they face New Zealand U-19 side on January 24. 

The main aim of Japanese players will be to learn a few things from their Indian counterparts. Though their batting seems weak their bowlers Yugandhar Retharekar and Neel Date will try to make some impact. 

Rain threat looms large 

Rain could play spoilsport in this match. The day started with thunderstorms. However, a clear sky is expected before the match begins. 

Probable XI 

Japan U19 - Marcus Thurgate (c & wk), Max Clements, Neel Date, Kento Ota Dobell, Ishaan Fartyal, Sora Ichiki, Shu Noguchi, Yugandhar Retharekar, Debashish Sahoo, Kazumasa Takahashi, Ashley Thurgate

India U19 - Yashasvi Jaiswal, Divyansh Saxena, Tilak Varma, Priyam Garg (c), Dhruv Jurel (wk), Siddhesh Veer, Shubhang Hegde, Sushant Mishra, Ravi Bishnoi, Akash Singh, Kartik Tyagi 

Conclusion:
Last Updated : Jan 21, 2020, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.