ETV Bharat / sports

ନଭେମ୍ବର ସୁଦ୍ଧା ବିଶ୍ବ ଟେଷ୍ଟ ଚମ୍ପିଆନସିପ ନିଷ୍ପତ୍ତି: ଆଇସିସି

ନଭେମ୍ବର ସୁଦ୍ଧା ସ୍ପଷ୍ଟ ହେବ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଚିତ୍ର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

author img

By

Published : Oct 23, 2020, 10:23 PM IST

ICC expects clarity on World Test Championship by mid-November
ନଭେମ୍ବର ସୁଦ୍ଧା ବିଶ୍ବ ଟେଷ୍ଟ ଚମ୍ପିଆନସିପ ନିଷ୍ପତ୍ତି: ଆଇସିସି

ଦୁବାଇ: ନଭେମ୍ବର ସୁଦ୍ଧା ସ୍ପଷ୍ଟ ହେବ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଚିତ୍ର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

2019 ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ ସିରିଜ ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣ ଘୋଷଣା କରିଥିଲା । ଜୁନ 2021 ରେ ଶ୍ରେଷ୍ଠ ଦୁଇଟି ଟିମ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଟାଇଟେଲ ପାଇଁ ଲଢେଇ କରିବେ ବୋଲି ଘୋଷଣା ହୋଇଥିଲା ।

ମାତ୍ର କୋରୋନା ଭାଇରସ ଆଇସିସିର ପୂର୍ବ ସୂଚୀ ଉପରେ କଳା ବାଦଳ ଢାଙ୍କି ଦେଇଛି । ତେବେ ନଭେମ୍ବର ସୁଦ୍ଧା ଏହି ସିରିଜର ଚିତ୍ର ସ୍ପଷ୍ଟ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

କ୍ରିକେଟ କମିଟି ଓ ମୁଖ୍ୟ କାର୍ଯ୍ୟନିବାହୀ କମିଟି ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.