ETV Bharat / sports

ମହିଳା ବିଶ୍ବକପର ପୁରସ୍କାର ରାଶି ବୃଦ୍ଧି - ମହିଳା କ୍ରିକେଟ ବିଶ୍ବକପ

ଆଇସିସି ଆଗାମୀ ମହିଳା ବିଶ୍ବକପ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି । ଏଥିସହ 19ବର୍ଷରୁ କମ ମହିଳା ଟି-20 ବିଶ୍ବକପ ଆୟୋଜିତ କରାଯିବ । 2021ମସିହାରେ ପ୍ରଥମ ସଂସ୍କରଣ  ଆସନ୍ତାବର୍ଷ ବାଂଲାଦେଶରେ ଅନୁଷ୍ଠିତ ହେବ ।

ICC
author img

By

Published : Oct 16, 2019, 5:50 AM IST

ଦୁବାଇ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ବିଶ୍ବକପର ପୁରସ୍କାର ରାଶି 2.6ମିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରାଯାଇଛି । 2021ରେ ହେବାକୁ ଥିବା ମହିଳା ବିଶ୍ବକପରେ ଏହି ପୁରସ୍କାର ରାଶି ମିଳିବ ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ମହିଳା କ୍ରିକେଟରଙ୍କ ପୁରସ୍କାର ରାଶି ବୃଦ୍ଧି କରାଯିବ ସହ ଆଇସିସି 19ବର୍ଷରୁ କମ ମହିଳା ଟି-20 ବିଶ୍ବକପ ଆୟୋଜନ କରାଇବାର ମଧ୍ୟ ନିଷ୍ପତ୍ତି ନେଇଛି ।

ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଆସନ୍ତାବର୍ଷ ବାଂଲାଦେଶରେ ଅନୁଷ୍ଠିତ ହେବ । ଏହାର 2ୟ ସଂସ୍କରଣ 2021ମସିହାର 2ବର୍ଷ ପରେ ଆୟୋଜିତ ହେବାର ନିଷ୍ପତ୍ତି ନିଆଯାଇଛି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.