ETV Bharat / sports

ପାକିସ୍ତାନ ପଞ୍ଜାବରେ ଗୁରୁଦ୍ବାର ଉପରକୁ ପଥରମାଡ, ହରଭଜନ-ଗମ୍ଭୀରଙ୍କ ନିନ୍ଦା - କ୍ରିକେଟର ହରଭଜନ ସିଂହ

ପାକିସ୍ତାନର ପଞ୍ଜାବରେ ନାନଙ୍କନ ସାହିବ ଗୁରୁଦ୍ବାର ଉପରେ ଆକ୍ରମଣକୁ କ୍ରିକେଟର ହରଭଜନ ସିଂହ ଓ ଗୌତମ ଗମ୍ଭୀର କଡା ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

Harbhajan, Gambhir condemns
ହରଭଜନ-ଗମ୍ଭୀରଙ୍କ ନିନ୍ଦା
author img

By

Published : Jan 4, 2020, 3:27 PM IST

ହାଇଦ୍ରାବାଦ: ପାକିସ୍ତାନର ପଞ୍ଜାବରେ ନାନଙ୍କନ ସାହିବ ଗୁରୁଦ୍ବାର ଉପରେ ଆକ୍ରମଣକୁ କ୍ରିକେଟର ହରଭଜନ ସିଂହ ଓ ଗୌତମ ଗମ୍ଭୀର ନିନ୍ଦା କରିଛନ୍ତି । ନାନଙ୍କନ ସାହିବ ଗୁରୁଦ୍ବାର ପ୍ରଥମ ଶିଖ୍‌ ଗୁରୁ ନାନକ ଦେବଙ୍କ ଜନ୍ମସ୍ଥଳୀ । ଏହା ଉପରେ କିଛି ପାକିସ୍ତାନୀ ଶୁକ୍ରବାର ପଥରମାଡ କରିଥିଲେ । ମହମ୍ମଦ ହାସନ ନାମକ ଯୁବକଙ୍କୁ ପୋଲିସର ଅଟକ ବିରୋଧରେ ଏହି ପଥରମାଡ ହୋଇଥିବା କୁହାଯାଉଛି । ମହମ୍ମଦ ହାସନ ଜଣେ ଶିଖ ଝିଅକୁ ବିବାହ ପୂର୍ବରୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ ରହିଛି । ହସନଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅତ୍ୟନ୍ତ ଆପତ୍ତିଜନକ ଭାବେ ପବିତ୍ର ଗୁରୁଦ୍ବାରକୁ ଭାଙ୍ଗି ମସଜିଦ ନିର୍ମାଣ ପାଇଁ କହୁଛନ୍ତି ଏହି ପାକିସ୍ତାନୀ ଯୁବକ ।

Harbhajan, Gambhir condemns attack
ଫଟୋ ସୌଜନ୍ୟ: twitter
Harbhajan, Gambhir condemns attack
ଫଟୋ ସୌଜନ୍ୟ: twitter

ହରଭଜନ ଟ୍ବିଟକରି ଏହି ଭିଡିଓକୁ ସେୟାର କରିବା ସହ ଇଶ୍ବର ଏକ ବୋଲି ଲେଖିଛନ୍ତି । ଏଥିସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏହି ମାମଲାରେ ହସ୍ତକ୍ଷପ କରିବାକୁ ଅପିଲ କରିଛନ୍ତି ।

  • Don’t know what’s wrong with some people why can’t they live in peace.. Mohammad Hassan openly threatens to destroy Nankana Sahib Gurdwara and build the mosque in that place..very sad to see this @ImranKhanPTI pic.twitter.com/vbmzsZNX1x

    — Harbhajan Turbanator (@harbhajan_singh) January 4, 2020 " class="align-text-top noRightClick twitterSection" data=" ">
  • God is one..let’s not divide it and create hate among each other’s.. let’s be human first and respect each other’s.. Mohammad Hassan openly threatens to destroy Nankana Sahib Gurdwara and build the mosque in that place @ImranKhanPTI plz do the needful 🙏🙏🙏🙏🙏 pic.twitter.com/egjRo5oml4

    — Harbhajan Turbanator (@harbhajan_singh) January 4, 2020 " class="align-text-top noRightClick twitterSection" data=" ">

ଅନ୍ୟପଟେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସାମ୍ନାରେ ଶିଖ ସମ୍ପ୍ରଦାୟର ଲୋକେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିସହିତ ତୁରନ୍ତ ପାକିସ୍ତାନ ସରକାର ଶିଖ ସମ୍ପ୍ରଦାୟକୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଛି ।

Intro:Body:

Harbhajan Singh,  Nankana Sahib Gurdwara, Pakistan's Punjab

Hyderabad: Veteran Indian spinner Harbhajan Singh on Saturday condemned the attack on Nankana Sahib Gurdwara in Pakistan's Punjab province and urged Prime Minister Imran Khan to take all the necessary steps to ensure peace in the region.

Nankana Sahib, the birthplace of the first guru of Sikhs Guru Nanak Dev, was attacked by stone pelters on Friday as they staged a protest against alleged police atrocities on Mohammed Hassan, the boy who is accused of forcing a Sikh girl to convert before marrying her.

Harbhajan tweeted a video of Hassan threatening to destroy the holy Sikh shrine and convert it into a mosque.

"Don't know what's wrong with some people why can't they live in peace...Mohammad Hassan openly threatens to destroy Nankana Sahib Gurdwara and build the mosque in that place...very sad to see this," said the Indian cricketer.

"God is one...let's not divide it and create hate among each other's...Let's be human first and respect each other's...Mohammad Hassan openly threatens to destroy Nankana Sahib Gurdwara and build the mosque in that place. Imran Khan please, do the needful," he added.

In a statement, the Ministry of External Affairs claimed "members of the minority Sikh community" had been "subjected to acts of violence" in Nankana Sahib.

"These reprehensible actions followed the forcible abduction and conversion of Jagjit Kaur, the Sikh girl who was kidnapped from her home in the city of Nankana Sahib in August last year," the Ministry of External Affairs said in a statement.

"India strongly condemns these wanton acts of destruction and desecration of the holy place."

The Indian government also called upon the government of Pakistan to take immediate steps to ensure the safety, security, and welfare of the members of the Sikh community.

"Strong action must be taken against the miscreants who indulged in desecration of the holy gurudwara and attacked members of the minority Sikh community," the MEA said.

"In addition, government of Pakistan is enjoined to take all measures to protect and preserve the sanctity of the holy Nankana Sahib Gurdwara and its surroundings."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.