ETV Bharat / sports

ନବବର୍ଷର ଶୁଭେଚ୍ଛା ଜଣାଇଲା କ୍ରୀଡା ଜଗତ

author img

By

Published : Jan 1, 2020, 12:15 PM IST

ବୁଧବାର ମଧ୍ୟରାତ୍ରୀରୁ ସାରା ଦେଶ ପାଳୁଛି ନୂତନ ବର୍ଷ । ଏଥିରୁ ବାଦ ପଡିନାହିଁ କ୍ରୀଡା ଜଗତ । ସମସ୍ତ ଭାରତୀୟ କ୍ରୀଡାବିତମାନେ ସୋସିଆଲ ମିଡିଆ ଯୋଗେ ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

happy-new-year-2020-sports-fraternity-sends-new-year-wishes
ନୂଆ ବର୍ଷର ଶୁଭେଚ୍ଛା ଜଣାଇଲା କ୍ରୀଡା ଜଗତ

ହାଇଦ୍ରାବାଦ: ସରିଛି ପୁରଣା ବର୍ଷ । ସରିଛି ଗୋଟେ ଦଶନ୍ଧି । ଆରମ୍ଭ ହୋଇଛି ନୂଆ ବର୍ଷ । ତେବେ ବୁଧବାର ମଧ୍ୟରାତ୍ରୀରୁ ସାରା ଦେଶ ପାଳୁଛି ନୂତନ ବର୍ଷ । ଏଥିରୁ ବାଦ ପଡିନାହିଁ କ୍ରୀଡା ଜଗତ । ସମସ୍ତ ଭାରତୀୟ କ୍ରୀଡାବିତମାନେ ସୋସିଆଲ ମିଡିଆ ଯୋଗେ ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିନ୍ଧୁ ଲେଖିଛନ୍ତି, " 2019: ଧନ୍ୟବାଦ ଆପଣମାନଙ୍କ ଭଲପାଇବା, ଆଶୀର୍ବାଦ, ଖୁସି, ଶିକ୍ଷ୍ୟା, ବିଫଳତା ଓ ସଫଳତା ପାଇଁ । ବର୍ଷ କେମିତି ବିତିଗଲା ଜଣାପଡିଲା ନାହିଁ । ସମୟ ସତରେ ମୂଲ୍ୟବାନ । ନୂତନ ବର୍ଷରେ ମୁଁ ସମୟର ସଠିକ ଉପଯୋଗ କରିବି । 2020ର କମ ଚାପ, ଅଧିକ ବିଶ୍ବାସ, ନିଚ୍ଛକ ବନ୍ଧୁତା ଓ ସମ୍ପର୍କ ସହ ଆସୁବ ବୋଲି ମୋର ଆଶା । ଅଧିକ ହସିବା, କମ ଲୁହ ଢାଳିବା ଆଉ କୌଣସି ପ୍ରହସନ କରିବା ନାହିଁ । କେବଳ କଠିନ ପରିଶ୍ରମ, ସଫଳତା ଓ ସମୟର ସଦୁପଯୋଗ କରିବା । ଚିୟର.. ଆପଣମାନେ ପ୍ରସ୍ତୁତ ତ 2020କୁ ସ୍ବାଗତ କରିବା ପାଇଁ । ମୁଁ ପ୍ରସ୍ତୁତ ଗୋଟେ ନୂଆ ଅନୁଭୂତି, ଉଦ୍ଦିପନା ଓ କଠିନ ପରୀକ୍ଷା ଦେବା ପାଇଁ । "

ସେହିପରି ଭାରତୀୟ କ୍ରିକେଟ ଦଳ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିଜ ଟ୍ବିଟର ହ୍ୟାଣ୍ଡଲରେ ଟିମ ଇଣ୍ଡିଆର କିଛି ସିରିଜ ବିଜୟୀ ଫଟୋ ସେୟାର କରି ଲେଖିଛନ୍ତି, "ନୂତନ ବର୍ଷର ଶୁଭେଚ୍ଛା ସାଥୀମାନେ । 2019ରେ ତୁମମାନଙ୍କ ପ୍ରଦର୍ଶନ ସତରେ ଉଟ୍ଟକୋଟୀରେ ଥିଲା । ଏବେ ନୂଆ ଆହ୍ବାନ ପାଇଁ ପ୍ରସ୍ତୁତ ରୁହ । ଗୋଟେ ନୂଆ ଲକ୍ଷ୍ୟ ସହ 2020ରେ ଦେଖା ହେବା ।"

ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର, ଆଥଲେଟ ବଜରଙ୍ଗ ପୁନିଆ, ପୂର୍ବତନ କ୍ରିକେଟର ଶିଶନ ବେଦି, ଅଶ୍ବିନ ପୋନପ୍ପା, ଅଙ୍କିତା ରାଇନା, ଶୁରେସ ରାଇନା, ମହମ୍ମଦ କୈଫ, ହରଭଜନ ସିଂ, ଆକାଶ ଚୋପ୍ରା, ସାଇ ପ୍ରଣୀଥ, ବିରେନ୍ଦ୍ର ସେୱାଗ ଆଦି ନୂତନ ବର୍ଷର ଶୁଭେଚ୍ଛା ଜଣାଛନ୍ତି ।

Intro:Body:

dafg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.