ETV Bharat / sports

କୋରୋନା ଭାଇରସ: ସମସ୍ତ ବିଦେଶୀ ଖେଳାଳିଙ୍କ ଚୁକ୍ତି ବାତିଲ କଲା ଗ୍ଳୌଷ୍ଟରସେୟର - Gloucestershire terminates Qais Ahmad

ଇଂଲିସ କ୍ରିକେଟ କ୍ଳବ ଗ୍ଳୌଷ୍ଟରସେୟର ପ୍ରଥମ ଟିମ ଭାବେ ସମସ୍ତ ବିଦେଶୀ ଖେଳାଳିଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ କରିଛି । ଏନେଇ କ୍ଳବ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

Gloucestershire terminates Qais Ahmad, Andrew Tye's contract
କୋରୋନା ଭାଇରସ: ସମସ୍ତ ବିଦେଶୀ ଖେଳାଳିଙ୍କ ଚୁକ୍ତି ବାତିଲ କଲା ଗ୍ଳୌଷ୍ଟରସେୟର
author img

By

Published : May 5, 2020, 2:39 PM IST

ଲଣ୍ଡନ: ଇଂଲିସ କ୍ରିକେଟ କ୍ଳବ ଗ୍ଳୌଷ୍ଟରସେୟର ପ୍ରଥମ ଟିମ ଭାବେ ସମସ୍ତ ବିଦେଶୀ ଖେଳାଳିଙ୍କ କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ କରିଛି । ଏନେଇ କ୍ଳବ ପକ୍ଷରୁ ଘୋଷଣା କରାଯାଇଛି ।

ଅଷ୍ଟ୍ରେଲିଆର ଆଣ୍ଡ୍ରିୟୁ ଟାଇ ଓ ଆଫଗାନିସ୍ଥାନ ଲେଗ ସ୍ପିନର କ୍ବାଇସ ଅହମ୍ମଦଙ୍କ 2020 କାଉଣ୍ଟି କ୍ରିକେଟ ଚୁକ୍ତି ବାତିଲ ଘୋଷଣା ନେଇ ସ୍ପଷ୍ଟ କରିଛନ୍ତି କ୍ଳବର ଚେୟାରମ୍ୟାନ ଜନ ହଲିଂଡେଲ ଓ ସିଇଓ ୱିଲ ବ୍ରାଉନ । ପୂର୍ବରୁ ଏହି ଇଂଲିସ କ୍ରିକେଟ କ୍ଳବ ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ଚୁକ୍ତି ମଧ୍ୟ ବାତିଲ କରିଥିଲା ।

ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଇଂଲଣ୍ଡରେ କାଉଣ୍ଟି ସିଜିନ ସମେତ, ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ଏହି ସିଜିନରେ କୌଣସି ପ୍ରକାର କ୍ରିକେଟ ସମ୍ଭବ ନୁହେଁ ବୋଲି କ୍ଳବ ପକ୍ଷରୁ କୁହାଯାଇଛି । ଫଳରେ ସମସ୍ତ ବିଦେଶୀ ଖେଳାଳିଙ୍କ ଚୁକ୍ତି ବାତିଲ ନିଷ୍ପତି ନିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.