ETV Bharat / sports

ଗେଲ ଭାଙ୍ଗିଲେ ରେକର୍ଡ, ଲାରା ଜଣାଇଲେ ଅଭିନନ୍ଦନ

author img

By

Published : Aug 13, 2019, 10:57 AM IST

ଭାରତ-ଇଣ୍ଡିଜର 2ୟ ଦିନିକିଆ ମ୍ୟାଚରେ ବ୍ରାୟନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ରିସ ଗେଲ । ଏନେଇ ଗେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ୍ବେଷ୍ଟଇଣ୍ଡିଜ ଦଳର କିମ୍ବଦନ୍ତି ବ୍ୟାଟ୍ସମ୍ୟାନ ଲାରା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BrianLara

ହାଇଦ୍ରାବାଦ: ଇଣ୍ଡିଜ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାୟନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ରିସ ଗେଲ । ଏନେଇ ଗେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଲାରା ।

ରେକର୍ଡ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BrianLara

ଭାରତ-ଇଣ୍ଡିଜର 2ୟ ଦିନିକିଆ ମ୍ୟାଚରେ କ୍ରିସ ଗେଲ ବ୍ରାୟନ ଲାରାଙ୍କୁ ପଛରେ ପକେଇ ଦେଇଛନ୍ତି । ଇଣ୍ଡିଜ ପକ୍ଷରୁ ଦିନିକିଆ ମ୍ୟାଚରେ ସର୍ବାଧିକ ରନ୍‌ ହାସଲ କରିବା ଖେଳାଳୀ ହୋଇଯାଇଛନ୍ତି ଗେଲ । ଏଥିସହ ଦେଶ ପାଇଁ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିଥିବା ଖେଳାଳୀ ମଧ୍ୟ କ୍ରିସ ଗେଲ ହୋଇ ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ଏହାପରେ ଲାରା ଟ୍ବିଟ କରି କହିଛନ୍ତି ଯେ, ଓ୍ବେଷ୍ଟଇଣ୍ଡିଜ ପାଇଁ ଦିନିକିଆ ମ୍ୟାଚରେ ସର୍ବାଧିକ ରନ୍‌ ହାସଲ କରିବା ଖେଳାଳୀ ହେବାର ଅଭିନନ୍ଦନ ଗେଲ ।

ଲାରା 299ଟି ମ୍ୟାଚ ଖେଳି 10ହଜାର348ରନ୍‌ ହାସଲ କରିଥିଲେ । ଭାରତ ବିପକ୍ଷରେ 2ୟ ଦିନିକିଆ ମ୍ୟାଚ ଥିଲା ଗେଲଙ୍କ ପାଇଁ 300ତମ ମ୍ୟାଚ । ଏହି ମ୍ୟାଚରେ ସେ 11ରନ ପାଳି ଖେଳି ବ୍ରାୟନ ଲାରାଙ୍କ ସର୍ବାଧିକ ରନ୍‌ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଗେଲ ବର୍ତ୍ତମାନ 300 ମ୍ୟାଚରେ 10ହଜାର353ରନ ଅକ୍ତିଆର କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.