ETV Bharat / sports

ଗମ୍ଭୀରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର, କୋରୋନା ରିପୋର୍ଟ ଆସିଲା ନେଗେଟିଭ - ପୂର୍ବତନ ଓପନୋର ଗୌତମ ଗମ୍ଭୀର

ଗୌତମ ଗମ୍ଭୀରଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଟ୍ବିଟ କରି ସୂଚନା ଦେଲେ ପୂର୍ବତନ ଓପନର ଗୌତମ ଗମ୍ଭୀର । ଅଧିକ ପଢନ୍ତୁ:

ନେଗେଟିଭ
ନେଗେଟିଭ
author img

By

Published : Nov 8, 2020, 5:44 PM IST

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଓପନର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର । ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାର ସୂଚନା ଖୋଦ୍‌ ଟ୍ବିଟ କରି ଦେଇଛନ୍ତି ଗମ୍ଭୀର ।

  • Glad to share that my COVID test result is negative. Thank you for all the wishes. I again urge everyone to strictly follow guidelines. Stay safe.

    — Gautam Gambhir (@GautamGambhir) November 8, 2020 " class="align-text-top noRightClick twitterSection" data=" ">

ଗମ୍ଭୀର ଟ୍ବିଟ କରି କହିଛନ୍ତି ଯେ, ମୋର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମୋ ପାଇଁ ପ୍ରାର୍ଥନା କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ପୁଣି ଥରେ ସମସ୍ତଙ୍କୁ ଅପିଲ କରୁଛି ଗାଇଡଲାଇନକୁ କଡାକଡି ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ଏହାପୂର୍ବରୁ ଏକ ଟ୍ବିଟ କରି ଗମ୍ଭୀର ସୂଚନା ଦେଇଥିଲେ ଯେ, ଘରେ କୋରୋନା କେସ ସାମ୍ନାକୁ ଆସିଛି । ଏଥିଲାଗୁ ମୁଁ ନିଜକୁ ଆଇସୋଲେଟ କରିଛି । କୋରୋନା ରିପୋର୍ଟ ଅପେକ୍ଷାରେ ଅଛି । ସମସ୍ତଙ୍କୁ ଅପିଲ କରୁଛି ଗାଇଡଲାଇନକୁ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ସୂଚନାଥାଉକି, 39ବର୍ଷୀୟ ଗମ୍ଭୀର 58ଟି ଟେଷ୍ଟ, 147 ଦିନିକିଆ ଓ 37ଟି-20 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ଏବେ ପୂର୍ବଦିଲ୍ଲୀର ସାଂସଦ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.