ETV Bharat / sports

ଧୋନି ଫ୍ୟାନ ହୁଅନ୍ତୁ, ମାଗଣା ଖାଦ୍ୟ ପାଆନ୍ତୁ

ଧୋନି ଫ୍ୟାନଙ୍କୁ ମିଳୁଛି ମାଗଣା ଖାଦ୍ୟ । ଏହି ରେସ୍ତୋରାଁକୁ ଗଲେ ମନଇଚ୍ଛା ପେଟ ଭରି ଖାଇପାରିବେ । ଆଉ ଏହି ରୋସ୍ତୋରାଁ କେଉଁଠି ରହିଛି ଆସନ୍ତୁ ଜାଣିବା ...

author img

By

Published : Jun 13, 2019, 8:32 AM IST

ଡିଜାଇନ ଫଟୋ

କୋଲକାତା: ଯଦି ଆପଣ ଧୋନି ଫ୍ୟାନ ତେବେ ଶମ୍ଭୁ ବୋଷ ରେସ୍ତୋରାଁରେ ପହଞ୍ଚିଲେ ମାଗଣାରେ ପାଇବେ ଖାଦ୍ୟ । ପେଟ ଭରି ଖାଦ୍ୟ ଖାଇ ଆସିବେ । ତେବେ କ୍ରିକେଟର ଧୋନିଙ୍କ ବଡ ଫ୍ୟାନ ଅଲ୍ଲିପୁରଦ୍ବାର ଜିଲ୍ଲାରେ ରେସ୍ତୋରାଁ ଚଳାନ୍ତି । ଆଉ ସେଠାରେ ସେ ଧୋନି ଫ୍ୟାନଙ୍କୁ ଦେଉଛନ୍ତି ମାଗଣା ଖାଦ୍ୟ । କେବଳ ଏତିକି ନୁହେଁ, ଶମ୍ଭୁଙ୍କୁ ରେସ୍ତୋରାଁର ନାମ ରହିଛି 'ଏମଏସ ଧୋନି ରେସ୍ତୋରାଁ'।

ପିଲାଟି ଦିନରୁ ଧୋନିଙ୍କର କ୍ରିକେଟ ଖେଳ ମୋତେ ପ୍ରେରଣା ଯୋଗାଇଛି । ପିଲାଟି ଦିନୁ ହିଁ ମୁଁ ଧୋନିଙ୍କ ଫ୍ୟାନ ବୋଲି କହିଛନ୍ତି ଶମ୍ଭୁ । ରେସ୍ତୋରାଁ ସାରା ଧୋନିଙ୍କ ଫଟୋ ଲାଗିଛି । ତାଙ୍କୁ ଦେଖି ମୁଁ ବହୁତ କିଛି ଶିଖିଛି । ଆଉ ମୁଁ ଥରେ ଧୋନିଙ୍କୁ ଭେଟିବାକୁ ଚାହେଁ । ହେଲେ ମ୍ୟାଚ ଦେଖିବା ପାଇଁ ମୋ ପାଖରେ ଟଙ୍କା ନାହିଁ ।

ମୁଁ ଜାଣିଛି ମୋର ସ୍ବପ୍ନ କେବେ ପୂରା ହେବ ନାହିଁ। ହେଲେ ଯେବେ ବି ଧୋନିଙ୍କୁ ଭେଟେ ତାଙ୍କୁ ମୋ ରେସ୍ତୋରାଁକୁ ଆସିବା ପାଇଁ ନିଶ୍ଚୟ ନିମନ୍ତ୍ରଣ କରିବି । ମୋତେ ଜଣାଅଛି ଯେ, ତାଙ୍କୁ ଭାତ ଏବଂ ମାଛ ଖୁବ ପସନ୍ଦ । ତେଣୁ ବଙ୍ଗାଳୀ ଖାଦ୍ୟ ଭାତ ମାଛ ମଧ୍ୟ ତାଙ୍କୁ ଖୁଆଇବି ବୋଲି କହିଛନ୍ତି ଶମ୍ଭୁ ।

Intro:Body:

GSG

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.