ETV Bharat / sports

ୟୁସୁଫଙ୍କ ପରେ ଭାଇ ଇରଫାନ ପଠାନଙ୍କୁ କୋରୋନା - ଇରଫାନ ପଠାନଙ୍କୁ କୋରୋନା

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ କୋରୋନା । ଅଧିକ ପଢନ୍ତୁ...

former indian cricketer irfan pathan tested positive for covid-19
ୟୁସୁଫଙ୍କ ପରେ ଭାଇ ଇରଫାନ ପଠାନଙ୍କୁ କୋରୋନା
author img

By

Published : Mar 29, 2021, 10:48 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ କୋରୋନା । ଏନେଇ ଜୁନିୟର ପଠାନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ-19 ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଇରଫାନଙ୍କ ବଡ ଭାଇ ୟୁସୁଫ ପଠାନ ଓ ସଚିନ ତେନ୍ଦୁଲକର ମଧ୍ୟ କାେରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କୌଣସି ଲକ୍ଷଣ ନଥିବା କହିଛନ୍ତି ଇରଫାନ ।

ନିକଟରେ ରାୟପୁରରେ ଖେଳାଯାଇଥିବା ସଡକ ସୁରକ୍ଷା ବିଶ୍ବ ସିରିଜରେ ସଚିନ ଇଣ୍ଡିଆ ଲିଜେଣ୍ଡସ ଟିମର କ୍ୟାପଟେନ ରହିଥିଲେ ଓ ଏହି ଟିମରେ ଖେଳିଥିବା ଖେଳାଳି ଜଣଙ୍କ ପରେ ଜଣେ କୋରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.