ETV Bharat / sports

ବିଶ୍ବକପ: ଚାଲିଛି ଭାରତ-ପାକ ଲଢେଇ, ଉତ୍ସାହିତ କ୍ରିକେଟ ପ୍ରେମୀ

ଆରମ୍ଭ ହୋଇଯାରିଛି ବିଶ୍ବକପରେ ଭାରତ-ପାକିସ୍ତାନ ମହାଲଢେଇ । ତେବେ ଏହି ବହୁପ୍ରତୀକ୍ଷିତ ମ୍ୟାଚକୁ ନେଇ କଟକରେ ଉତ୍ସାହିତ କ୍ରୀଡା ପ୍ରେମୀ ।

author img

By

Published : Jun 16, 2019, 4:39 PM IST

Updated : Jun 16, 2019, 5:22 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଆରମ୍ଭ ହୋଇଯାରିଛି ବିଶ୍ବକପରେ ଭାରତ-ପାକିସ୍ତାନ ମହା ଲଢେଇ । ଭାରତୀୟ ସମୟ 3ଟାରୁ ମ୍ୟାଚ ଆରମ୍ଭ ହୋଇଛି । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ତେବେ ଏହି ବହୁପ୍ରତିକ୍ଷୀତ ମ୍ୟାଚକୁ ନେଇ କଟକରେ ଉତ୍ସାହିତ କ୍ରୀଡା ପ୍ରେମୀ । ଆମ କଟକ ପ୍ରତିନିଧି ସେମାନଙ୍କଠୁ ପଚାରି ବୁଝିଥିଲେ ମ୍ୟାଚକୁ ନେଇ କଣ ରହିଛି ସେମାନଙ୍କର ମତାମତ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

ଇତିହାସ ଦେଖିଲେ ବିଶ୍ୱକପରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ 6ଟି ମ୍ୟାଚ ଖେଳିସାରିଛି । ଯେଉଁଥିରେ ଗୋଟେ ହେଲେ ବି ମ୍ୟାଚରେ ହାରିନି ଟିମ ଇଣ୍ଡିଆ । ଯଦି କହିବା 1999 ମସିହାରେ ଏହି ମଞ୍ଚେଷ୍ଟାର ପିଚରେ ପାକିସ୍ତାନକୁ 47 ରନରେ ମାତ ଦେଇଥିଲା ଟିମ ଇଣ୍ଡିଆ । ତେବେ ଦେଖିବାକୁ ବାକି ରହିଲା ଏହି ହାଇଭୋଲ୍ଟେଜ ମ୍ୟାଚରେ କିଏ ମାରିବ ବିଜି ?

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ:ବଢୁଛି ହାର୍ଟବିଟ । କାରଣ ମଞ୍ଚେଷ୍ଟାର ରେ ଖେଳାଯିବ ଚଳିତ ବିଶ୍ୱକପ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଯେଉଁଥିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ଥାନ । ଯାହାକୁ ନେଇ ଦର୍ଶକ ମହଲରେ ଦେଖାଦେଲାଣି ଉତ୍ସାହ । ତେବେ ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସେମି ଫାଇନାଲ ରେ ପହଁଚିବା ପାଇଁ ହେଲେ ଏହି ମ୍ୟାଚ ଉପରେ ବେଶ ଗୁରୁତ୍ୱ ଦେବେ ଉଭୟ ଦଳ । ପୂର୍ବ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଜନିତ ଧୋଇଯାଇଥିଲା । ତେବେ ଏହି ହାଇଭୋଲ୍ଟେଜ ମ୍ୟାଚ ରେ ଯେପରି ଏପରି ଅବସ୍ଥା ସାମ୍ନା କୁ ନ ଆସୁ ସେନେଇ ଭଗବାନ ଙ୍କ ପାଖରେ ମଧ୍ୟ ପାର୍ଥନା ଜାରି ରଖିଛନ୍ତି ଫ୍ୟାନ୍ସ ।

Body:ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଟିମ ଇଣ୍ଡିଆ ଚଳିତବିଶ୍ୱକପ ରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଆସିଛି । ତେବେ ଆଜିର ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ମଧ୍ୟ ସମାନ ଢ଼ଙ୍ଗରେ ଖେଳ ପ୍ରଦଶନ କରିବା ନେଇ କହିଛନ୍ତି ଓଡିଶା ରଣଜୀ ଖେଳାଳି ରାଜେଶ ଧୂପର । ଏନ୍ୟପଟେ ଟସ ମଧ୍ୟ ନିର୍ଣ୍ଣାୟକ ହେବ । କାରଣ ପବନ ର ଗତି ତୀବ୍ର ଥିବାରୁ ପେସ ବୋଲରଙ୍କୁ ବେଶ ଫାଇଦା ମିଳିବ ।

Conclusion:ଇତିହାସ ଦେଖିଲେ ବିଶ୍ୱକପ ରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷ ରେ 6 ଟି ମ୍ୟାଚ ଖେଳିସାରିଛି । ଯେଉଁଥିରେ ଗୋଟେ ହେଲେ ବି ମ୍ୟାଚ ରେ ହାରିନି ଟିମ ଇଣ୍ଡିଆ । ଯଦି କହିବା 1999 ମସିହାରେ ଏହି ମଞ୍ଚେଷ୍ଟାର ପିଚ ରେ ପାକିସ୍ତାନ କୁ 47 ରନ ରେ ମାତ ଦେଇଥିଲା ଟିମ ଇଣ୍ଡିଆ । ତେବେ ଦେଖିବାକୁ ବାକି ରହିଲା ଏହି ହାଇଭୋଲ୍ଟେଜ ମ୍ୟାଚ ରେ କିଏ ମାରିବ ଜିତାପଟ ।

ବାଇଟ: ରାଜେଶ ଧୂପର (ଓଡିଶା ଖେଳାଳି )
ବାଇଟ: ଅସ୍ମିତ ରାଉତ ( ଓଡିଶା ଖେଳାଳି )

byte on mojo plz check
Last Updated : Jun 16, 2019, 5:22 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.