ETV Bharat / sports

ଇଟିଭି ଭାରତରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ

author img

By

Published : Mar 10, 2020, 1:20 PM IST

ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ...

EXCLUSIVE interivew with Afghanistan legspinner Rashid Khan
ଇଟିଭି ଭାରତରେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଏହି ସାକ୍ଷାତକାର ରସିଦ ଖାନ ନିଜର କ୍ରିକେଟ ପ୍ରତି ଭଲପାଇବା, ପ୍ରିୟ କ୍ରିକେଟର ଓ ଅନେକ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି । ଏଥିସହିତ ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ସବୁଠୁ ଦ୍ରୁତ 100 ୱିକେଟ ହାସଲର ଅନୁଭବ ମଧ୍ୟ ବଖାଣିଛନ୍ତି ।

18 ଅକ୍ଟୋବର 2015ରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରିଥିଲେ ରସିଦ ଖାନ । ସେହି ସମୟରେ ତାଙ୍କ ଶରୀରର ଓଜନ ବହୁତ ଥିଲା । ମାତ୍ର ପରେ ସେ ଲିଗ ଖେଳିବା ପରେ ଫିଟନେସ ଉପରେ ଧ୍ୟାନ ଦେଇଥିଲେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.