ETV Bharat / sports

ଇଂଲଣ୍ଡ-ଇଣ୍ଡିଜ୍ ପ୍ରଥମ‌ ଟେଷ୍ଟ: ବିଜୟ ପାଇଁ କାର୍ବିଆନ ଆଗରେ 200 ରନ ଟାର୍ଗେଟ

author img

By

Published : Jul 12, 2020, 5:49 PM IST

ପ୍ରଥମ ପାଳି ଭିତ୍ତିରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଆଗରେ 200 ରନର ଟାର୍ଗେଟ୍‌ ରହିଛି । ତେବେ ମ୍ୟାଚର ଆଜି 5ମ ଦିନ ହୋଇଥିବାରୁ ଇଣ୍ଡିଜ୍‌ ହାତରେ ଗୋଟିଏ ଦିନ ରହିଛି ।

england-vs-west-indies-1st-tes-day-5-west-indies-need-200-runs-to-win
ଇଂଲଣ୍ଡ-ଇଣ୍ଡିଜ୍ ପ୍ରଥମ‌ ଟେଷ୍ଟ: ବିଜୟ ପାଇଁ କାରିବାନ ଆଗରେ 200 ରନ ଟାର୍ଗେଟ

ସାଉଥମ୍ପଟନ:ରୋମାଞ୍ଚକ ମୋଡରେ ପହଞ୍ଚିଛି ଇଂଲଣ୍ଡ-ଇଣ୍ଡିଜ୍‌ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । କୋରୋନା ମହାମାରୀ ପରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଥିବା ବେଳେ ମ୍ୟାଚ ମଧ୍ୟ ବେଶ୍‌ ସଙ୍ଘର୍ଷ ପୂର୍ଣ୍ଣ ହୋଇଛି ।

ଘରୋଇ ଇଂଲଣ୍ଡ ନିଜର 2 ପାଳିରେ 313 ରନରେ ଅଲଆଉଟ ହୋଇଛି । ଫଳରେ ପ୍ରଥମ ପାଳି ଭିତ୍ତିରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ଆଗରେ 200 ରନର ଟାର୍ଗେଟ ରହିଛି । ତେବେ ମ୍ୟାଚର ଆଜି 5ମ ଦିନ ହୋଇଥିବାରୁ ଇଣ୍ଡିଜ୍‌ ହାତରେ ଗୋଟିଏ ଦିନ ରହିଛି ।

ଘରୋଇ ଦଳ ପକ୍ଷରୁ 2ୟ ପାଳିରେ ଜ୍ୟାକ କ୍ରାଉଲ ସର୍ବାଧିକ ରନ କରିଛନ୍ତି । ଭ୍ରମଣକାରୀ ଦଳ ପକ୍ଷରୁ ଶାନୋନ ଗାବ୍ରିଏଲ ସର୍ବାଧିକ 5 ୱିକେଟ ହଲ ନେଇଛନ୍ତି । ତେବେ 4ର୍ଥ ଦିନର ଅସମାପ୍ତ ସ୍କୋର 284/8ରୁ ଆଜି ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ଫଳରେ ଶେଷ ଦୁଇ ୱିକେଟରେ ମାତ୍ର 16 ରନ କରି ପାରିଥିଲା ଘରୋଇ ଦଳ । ସେପଟେ ଗାବ୍ରିଏଲ ବ୍ୟତିତ କାର୍ବିଆନ ଦଳ ପାଇଁ ରୋଷ୍ଟନ ଚେସ୍‌ ଓ ଆଲଜେରୀ ଜୋସେଫ ଦୁଇଟି ଲେଖାଏଁ ଓ ଅଧିନାୟକ ହୋଲ୍ଡର ଗୋଟିଏ ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.