ETV Bharat / sports

ଆସେସ 4ର୍ଥ ଟେଷ୍ଟ: ଦଳକୁ ଫେରିଲେ ଶତକ କଲେ ସ୍ମିଥ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ 4ର୍ଥ ଟେଷ୍ଟରେ ଦଳକୁ ଫେରିଛନ୍ତି । ଏଥିସହ ଦମଦାର ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ନିଷ୍ପ୍ରଭ କରିଛନ୍ତି ।

author img

By

Published : Sep 5, 2019, 7:58 PM IST

ଫଟୋ ସୌଜନ୍ୟ: twitter@ICC

ମାଞ୍ଚେଷ୍ଟର: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ 4ର୍ଥ ଟେଷ୍ଟରେ ଦଳକୁ ଫେରିଛନ୍ତି । ଏଥିସହ ଦମଦାର ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ନିଷ୍ପ୍ରଭ କରିଛନ୍ତି। ପ୍ରଥମ ଟେଷ୍ଟର ଉଭୟ ଇଂନିସରେ ଶତକ ହାସଲ କରିଥିଲେ ସ୍ମିଥ ।

Steve Smith
ଫଟୋ ସୌଜନ୍ୟ: twitter@ICC

ପ୍ରଥମ ଇଂନିସରେ 144 ଓ 2ୟ ଇଂନିସରେ 142 ରନ କରିଥିଲେ । ଫଳରେ ଆସେସ ସିରିଜର ପ୍ରଥମ ଟେଷ୍ଟରେ 251ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । 2ୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ବାଉନ୍ସରରେ ଆହତ ହୋଇଥିଲେ ସ୍ମିଥ । ଆହତ ସତ୍ବେ ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ମାତ୍ର ଆହତ କାରଣରୁ ସେ 3ୟ ଟେଷ୍ଟରୁ ଦଳରୁ ବାଦ ପଡିଥିଲେ ।

Steve Smith
ଫଟୋ ସୌଜନ୍ୟ: twitter@ICC

ମାତ୍ର 4ର୍ଥ ଟେଷ୍ଟରେ ଦଳକୁ ଫେରି ସ୍ମିଥ ସେହି ପୁରୁଣା ଅନ୍ଦାଜରେ ଇଂନିସ ଆରମ୍ଭ କରିଛନ୍ତି । 160 ବଲରେ ନିଜ ଟେଷ୍ଟ କ୍ୟାରିୟରର 26ତମ ଟେଷ୍ଟ ଶତକ ପୁରା କରିଛନ୍ତି ସ୍ମିଥ । ଏଥିସହିତ ଅଷ୍ଟ୍ରେଲିଆର ସ୍କୋରକୁ 300 ପାର କରାଇଛନ୍ତି । ବାସନ୍ଦ ପରେ ମାତ୍ର 3ଟି ଶତକୀୟ ଇଂନିସ ସ୍ମିଥଙ୍କୁ ଆଇସିସି ବ୍ୟାଟିଂ ମାନ୍ୟତାର ନଂ1ରେ ପହଞ୍ଚାଇ ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.