ETV Bharat / sports

କୋହଲିଙ୍କ ଓ୍ବିକେଟ ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ଓ୍ବିକେଟ ମଧ୍ୟରୁ ଗୋଟିଏ: ଡୋମିନିକ ବେସ୍‌

author img

By

Published : Feb 8, 2021, 8:14 AM IST

ଇଂଲଣ୍ଡର ଅଫ୍‌ସ୍ପିନର ଡୋମିନିକ ବେସ୍‌ ଗତକାଲି ବିରାଟ କୋହଲିଙ୍କୁ ଆଉଟ୍‌ କରିଛନ୍ତି । ଆଉ ବିରାଟଙ୍କୁ ଆଉଟ୍‌ କରିବା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଓ୍ବିକେଟ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

କୋହଲିଙ୍କ ଓ୍ବିକେଟ ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ଓ୍ବିକେଟ ମଧ୍ୟରୁ ଗୋଟିଏ: ଡୋମିନିକ ବେସ୍‌
କୋହଲିଙ୍କ ଓ୍ବିକେଟ ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ଓ୍ବିକେଟ ମଧ୍ୟରୁ ଗୋଟିଏ: ଡୋମିନିକ ବେସ୍‌

ଚେନ୍ନାଇ: ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି । ତେବେ ଇଂଲଣ୍ଡର ଅଫ୍‌ସ୍ପିନର ଡୋମିନିକ ବେସ୍‌ ଗତକାଲି ବିରାଟ କୋହଲିଙ୍କୁ ଆଉଟ୍‌ କରିଛନ୍ତି । ଆଉ ବିରାଟଙ୍କୁ ଆଉଟ୍‌ କରିବା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଓ୍ବିକେଟ ବୋଲି ସେ କହିଛନ୍ତି ।

ବେସ୍‌ ପ୍ରଥମ କରି ଭାରତ ଗସ୍ତରେ ଆସିଛନ୍ତି । 3ୟ ଦିନର ଖେଳର ସମାପ୍ତ ପରେ କୋହଲିଙ୍କ ଓ୍ବିକେଟକୁ ନେଇ ସେ କହିଛନ୍ତି ଯେ, ଏହି ଓ୍ବିକେଟ ମୋ ପାଇଁ ବେଶ୍‌ ମହତ୍ତ୍ବପୂର୍ଣ୍ଣ । କୋହଲି ଜଣେ ସାନଦାର ଖେଳାଳି । ସେ ବିଶ୍ବ ସ୍ତରୀୟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ । ମୁଁ ଯାହା ସିଖିଛି ତାହା କରୁଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୋର ଏବେ 23ବର୍ଷ । ଏହି ଯାତ୍ରାରେ ଅନେକ କଠିନ ଓ ଜଟିଳ ସ୍ଥିତି ଆସିବ । ଓ୍ବିକେଟ ଅକ୍ତିଆର କରିବା ପରେ ମୋର ଆତ୍ମବିଶ୍ବାସ ବଢି ଯାଇଛି । କିନ୍ତୁ ମ୍ୟାଚ ସମୟରେ ଏହି ସମ୍ପର୍କରେ ଅଧିକ ଚିନ୍ତା କରିବାକୁ ଚାହୁଁ ନାହିଁ । 2ୟ ଇଂନିସରେ ବି ତାଙ୍କୁ ଆଉଟ କରିବା ପାଇଁ ଚେଷ୍ଟା କରିବି ।

ବେସ୍‌ 55ରନ୍‌ ଦେଇ 4ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । କୋହଲିଙ୍କ ବ୍ୟତୀତ ରାହାଣେ, ପନ୍ତ ଓ ପୂଜାରାଙ୍କ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.