ETV Bharat / sports

7ନଂ ଜର୍ସିକୁ ରିଟାୟର କରାଯାଉ: ଦିନେଶ କାର୍ତ୍ତିକ - 7no jearsey

ଭାରତୀୟ ଟିମର ଓ୍ବିକେଟକିପର ଦିନେଶ କାର୍ତ୍ତିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲକୁ କହିଛନ୍ତି ଯେ, ମହେନ୍ଦ୍ର ସିଂ ଧୋନିଙ୍କ ସମ୍ମାନରେ ତାଙ୍କର ଜର୍ସି ନଂ-7କୁ ରିଟାୟର କରାଯାଉ ।

diesh
diesh
author img

By

Published : Aug 17, 2020, 9:23 AM IST

ନୂଆଦିଲ୍ଲୀ: ଭାରତୀୟ ଟିମର ଓ୍ବିକେଟକିପର ଓ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲକୁ କହିଛନ୍ତି ଯେ, ମହେନ୍ଦ୍ର ସିଂ ଧୋନିଙ୍କ ସମ୍ମାନରେ ତାଙ୍କର ଜର୍ସି ନଂ7କୁ ରିଟାୟର କରାଯାଉ । ସଚିନ ତେନ୍ଦୁଲକରଙ୍କ ଜର୍ସି 10କୁ ରିଟାୟର କରାଯାଇ ସାରିଛି ।

@DineshKarthik
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@DineshKarthik

ତେନ୍ଦୁଲକର 2010ରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅଲବିଦା ନେଇଥିଲେ । ଏହାପରେ 2017ରେ ଶାର୍ଦ୍ଦୁଳ ଠାକୁର ଜର୍ସି ନଂ10 ପିନ୍ଧିଥିଲେ । ଏହି ଘଟଣା ପରେ ଫ୍ୟାନ୍ସମାନେ ଦାବି କଲେ ତେନ୍ଦୁଲକରଙ୍କ ଜର୍ସି ନଂ 10କୁ ରିଟାୟର କରାଯାଉ । ବିସିସିଆଇ ତେନ୍ଦୁଲକରଙ୍କୁ ସମ୍ମାନ ଜଣାଇ ତାଙ୍କ ଜର୍ସିକୁ ରିଟାୟର ଘୋଷଣା କରିଥିଲେ ।

@DineshKarthik
ଫଟୋ ସୌଜନ୍ୟ: ଟ୍ବିଟର@DineshKarthik

କାର୍ତ୍ତିକ ରବିବାର ସକାଳେ ନିଜ ଇନଷ୍ଟାଗ୍ରାମରେ ମାହିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ରିଟାୟର ଦ ନଂ 7 ଜର୍ସି । ଏଥିସହ ନିଜ ଟ୍ବିଟରରେ ମାହିଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏହା ଅନ୍ତିମ ଫଟୋ । ଯାହା ବିଶ୍ବକପ ସେମିଫାଇନାଲ ପରେ କ୍ଲିକ କରାଯାଇଥିଲା । ଏହି ଯାତ୍ରାର ବହୁତ ସ୍ମୃତି ରହିଛି । ଆଶା କରୁଛି ବିସିସିଆଇ ହ୍ବାଇଟ ବଲ କ୍ରିକେଟରୁ ଧୋନିଙ୍କ ଜର୍ସି ନଂ 7କୁ ରିଟାୟର କରିବ । 2ୟ ଇନିଂସ ପାଇଁ ଗୁଡ ଲକ୍ । ସୂଚନାଥାଉକି, ଧୋନି ଅଗଷ୍ଟ 15 ତାରିଖ ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.