ହାଇଦ୍ରାବାଦ: କଙ୍ଗାରୁ ଦଳର ଡେଭିଡ ଓ୍ବାର୍ଣ୍ଣର ଶ୍ରୀଲଙ୍କା ବିପକ୍ଷରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । ଟି-20 ମ୍ୟାଚରେ 56ବଲ୍ରେ 10ଚୌକା ଓ 4ଛକା ବଳରେ ଶତକୀୟ ପାଳି ଖେଳିଥିଲେ । ତେବେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ତାଙ୍କର କୁନି ପ୍ରଂଶସକକୁ ଏକ ଗିଫ୍ଟ ଦେଇଥିଲେ । ଯାହାକୁ ଦେଖି କୁନି ଫ୍ୟାନ୍ସ ଆଚମ୍ବିତ ହୋଇଯାଇଥିଲା ।
-
These young fellas won't ever forget their trip to the cricket today. All class from @davidwarner31 👏 #AUSvSL pic.twitter.com/3z57vgwuS9
— cricket.com.au (@cricketcomau) October 27, 2019 " class="align-text-top noRightClick twitterSection" data="
">These young fellas won't ever forget their trip to the cricket today. All class from @davidwarner31 👏 #AUSvSL pic.twitter.com/3z57vgwuS9
— cricket.com.au (@cricketcomau) October 27, 2019These young fellas won't ever forget their trip to the cricket today. All class from @davidwarner31 👏 #AUSvSL pic.twitter.com/3z57vgwuS9
— cricket.com.au (@cricketcomau) October 27, 2019
ତେବେ ସେହି ଗିଫ୍ଟଟି ଥିଲା ତାଙ୍କର ଗ୍ଲୋଭସ । ଓ୍ବାର୍ଣ୍ଣର ଓ୍ବାର୍ମଅଫ୍ ସାରି ପାଭିଲିୟନ ଫେରିବା ସମୟରେ ନିଜର ହାତରୁ ଗ୍ଲୋଭସ ବାହାର କରି ତାଙ୍କର କୁନି ଫ୍ୟାନ୍ସଙ୍କୁ ଦେଇଥିଲେ ।