ETV Bharat / sports

ୱାର୍ଣ୍ଣର-ୱିସିୟମସନଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲି - ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକା

ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ଓ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିସିୟମସନ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।

David Warner and kane Williamson reveal their list of best batsman
ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକା ପ୍ରସ୍ତୁତ କଲେ ଚୟନକଲେ
author img

By

Published : Apr 26, 2020, 2:27 PM IST

ସିଡନି: ମହାମାରୀ କୋରୋନା ଭାଇରସ ଯୋଗୁଁ କ୍ରିକେଟ ସମେତ ବିଶ୍ବର ସମସ୍ତ କ୍ରୀଡାଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହିଛି । ଫଳରେ ଲକଡାଉନରେ ସୋସିଆଲ ମିଡିଆରେ କ୍ରିକେଟର ସମୟ ବିତାଉଛନ୍ତି ।

ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ଓ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିସିୟମସନ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏକ ଲାଇଭ ଭିଡିଓ ଚାଟ୍ ରେ ଉଭୟ ଏନେଇ ସେୟାର କରିଛନ୍ତି ।

ବର୍ତ୍ତମାନ ସମୟରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ମଧ୍ୟରେ ଚୟନକରିବା କଷ୍ଟକର ବୋଲି କହିଛନ୍ତି । ଡଉଭୟ ଶ୍ରେଷ୍ଠ ଖେଳାଳି । ତେବେ ଡିଭିଲିୟର୍ସଙ୍କୁ ଆମ ସମୟର ସ୍ପେଶାଲ ଖେଳାଳି ୱିଲିୟନସନ କହିଛନ୍ତି ।

ଡେଭିଡ ୱାର୍ଣ୍ଣର ଷ୍ଟିଭ ସ୍ମିଥ ଓ ବିରାଟ କୋହଲିଙ୍କୁ ଚୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.