ETV Bharat / sports

ସଞ୍ଜୁବାବାଙ୍କୁ କପି କଲେ କ୍ରିକେଟର ପ୍ରବୀଣ କୁମାର

author img

By

Published : Oct 14, 2019, 3:23 AM IST

ଚର୍ଚ୍ଚାରେ ପ୍ରବୀଣଙ୍କ ନୂଆ ଲୁକ୍‌ । ବେକରେ ମୋଟା ସୁନା ଚେନ ସହ ଦାଢିରେ ଦେଖିବାକୁ ମିଳିଛନ୍ତି ପ୍ରବୀଣ କୁମାର ।

ସଞ୍ଜୁବାବା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପ୍ରବୀଣ କୁମାରଙ୍କ ସୁନା ଚେନ ଏବେ ଚର୍ଚ୍ଚାରେ । ପ୍ରବୀଣ କୁମାର ଏକ ମୋଟା ସୁନା ଚେନ ପିନ୍ଧିଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାପରେ କ୍ରିକେଟ ପ୍ରେମୀ ହୋଇଛନ୍ତି ଆଚମ୍ବିତ ।

ପ୍ରବୀଣ ଦାଢି ଲୁକ୍‌ରେ ଏକ ମୋଟା ସୁନା ଚେନ୍‌ ପିନ୍ଧିଥିବା ଫଟୋଟି ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି, 'ବହୁତ ଗମ୍ଭୀରରେ ସଞ୍ଜୁ ବାବା । ମା ଦେଖ 50 ତୋଲା' ।

cricketer
ସଞ୍ଜୁବାବାଙ୍କୁ କପି କଲେ କ୍ରିକେଟର ପ୍ରବୀଣ କୁମାର
ସୂଚନାଥାଉକି, ଏହି ବର୍ତ୍ତାଳାପଟି 1999ମସିହାରେ ରିଲିଜ ହୋଇଥିବା ସଞ୍ଜୟ ଦତ୍ତଙ୍କ ଫିଲ୍ମ'ବାସ୍ତବ' ମୁଭିର ।

ତେବେ ପ୍ରବୀଣଙ୍କ ସୁନା ଚେନ ପ୍ରତି କ୍ରିକେଟ ଗ୍ରାଉଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । 2014ରେ ସେ ଏକ ବିଜୟ ହଜାରେ ଟ୍ରଫି ମ୍ୟାଚ ଖେଳୁଥିବା ସମୟରେ ତାଙ୍କର ଡ୍ରେସିଙ୍ଗ ରୁମ୍‌ରୁ 7ଲକ୍ଷ ଟଙ୍କାର ସୁନାଚେନ ଚୋରୀ ମଧ୍ୟ ହୋଇ ଯାଇଥିଲା ।

2018 ମସିହାରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ପ୍ରବୀଣ କୁମାର । ନିଜର କ୍ରିକେଟ ଅନ୍ତର୍ଜାତୀୟ କ୍ୟାରିଅରରେ 6ଟି ଟେଷ୍ଟ, 68ଟି ଦିନିକିଆ ଓ 10ଟି ଟି-20 ମ୍ୟାଚ ଖେଳି ଯଥାକ୍ରମେ 27,77 ଓ 8ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି ।

Intro:Body:

aaa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.