ETV Bharat / sports

ଅଷ୍ଟ୍ରେଲିଆର ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ-ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ସ୍ଥଗିତ - Cricket Australia put back

2021-22 ସିଜିନ ପର୍ଯ୍ୟନ୍ତ ସ୍ଥଗିତ ହେଲା ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ଓ ନ୍ୟୁଜିଲାଣ୍ଡ ବିପକ୍ଷ 3 ଟିକିଆ ଦିନିକିଆ ସିରିଜ ।

Cricket Australia put back Afghanistan and New Zealand series
କ୍ରିକେଟ ଅଷ୍ଟ୍ରେଲିଆ ସ୍ଥଗିତ ରଖିଲା ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ସିରିଜ
author img

By

Published : Sep 25, 2020, 7:17 PM IST

ମେଲବର୍ଣ୍ଣ: 2021-22 ସିଜିନ ପର୍ଯ୍ୟନ୍ତ ସ୍ଥଗିତ ହେଲା ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ଓ ନ୍ୟୁଜିଲାଣ୍ଡ ବିପକ୍ଷ 3 ଟିକିଆ ଦିନିକିଆ ସିରିଜ । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।

2020-21ରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ବର୍ତ୍ତମାନର କୋରୋନା ଭାଇରସ ସଂକ୍ରମଣ ସ୍ଥିତିରେ ମ୍ୟାଚ ଆୟୋଜନ ପରିବର୍ତ୍ତେ 3 କ୍ରିକେଟ ବୋର୍ଡ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ।

Cricket Australia put back Afghanistan and New Zealand series
ଆଫଗାନିସ୍ତାନ ଟିମ

ତେବେ ଏହି ସିରିଜ ପରବର୍ତ୍ତୀ ସମୟରେ ଖେଳାଯିବା ନେଇ ଆଶାବାଦୀ ରହିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।

ଅଷ୍ଟ୍ରେଲିଆ ଟିମ

ଅନ୍ୟପଟେ ଅଷ୍ଟ୍ରେଲିଆ, ଚଳିତ ବର୍ଷ ଶେଷ ଭାଗରେ ଭାରତ ବିପକ୍ଷରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ, 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟି-20 ମ୍ୟାଚ ଆୟୋଜନ କରିବ ।

ନ୍ୟୁଜିଲାଣ୍ଡ ଟିମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.