ETV Bharat / sports

ପାକିସ୍ତାନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଏକକୋଟି ଦେଲେ କ୍ରିକେଟର

author img

By

Published : Apr 18, 2020, 1:25 PM IST

କୋରୋନା ମୁକାବିଲା ପାଇଁ ପାକିସ୍ତାନ କ୍ରିକେଟରଙ୍କ ସହାୟତା । ପାକିସ୍ତାନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପାକିସ୍ତାନ କ୍ରିକେଟର ପ୍ରାୟ 1କୋଟି 5ଲକ୍ଷ ପାକିସ୍ତାନ ଟଙ୍କା ପ୍ରଦାନ କରିଛନ୍ତି ।

corona paandemic: Pak cricketers donates Rs 10 mn to their PM relief fund
ପାକିସ୍ତାନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପାକ କ୍ରିକେଟରଙ୍କ କୋରୋନା ସହାୟତା

ଲାହୋର: କୋରୋନା ମୁକାବିଲା ପାଇଁ ପାକିସ୍ତାନ କ୍ରିକେଟରଙ୍କ ସହାୟତା । ପାକିସ୍ତାନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପାକିସ୍ତାନ କ୍ରିକେଟର ପ୍ରାୟ 1କୋଟି 5ଲକ୍ଷ ପାକିସ୍ତାନ ଟଙ୍କା ପ୍ରଦାନ କରିଛନ୍ତି ।

ପୂର୍ବରୁ ବୋର୍ଡ ପକ୍ଷରୁ ମାର୍ଚ୍ଚ 25ରେ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳି ମିଳିତଭାବେ ସହାୟତା ରାଶି ପ୍ରଦାନ କରିବେ । ଦେଶର ଏପରି କଠିନ ସମୟରେ ସମସ୍ତ କ୍ରିକେଟର ଓ ବୋର୍ଡ ଦେଶବାସୀଙ୍କ ସହ ଅଛନ୍ତି କହିଛନ୍ତି ପିସିବି ଚେୟାରମ୍ୟାନ ଏହସାନ ମଣି । ଏଥିସହିତ ସମସ୍ତ କ୍ରିକେଟ ପ୍ରଶଂସକ, କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁସ୍ଥତା କାମନା କରିଛି ପିସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.