ETV Bharat / sports

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସଭାପତି ପଦରୁ କ୍ରିସ ନେନଜାନିଙ୍କ ଇସ୍ତଫା

author img

By

Published : Aug 17, 2020, 5:17 PM IST

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସଏ) ସଭାପତି ପଦରୁ ଇସ୍ତଫା ଦେଲେ କ୍ରିସ ନେନଜାନି ।

Chris Nenzani resigns as CSA president
ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସଭାପତି ପଦରୁ କ୍ରିସ ନେନଜାନିଙ୍କ ଇସ୍ତଫା

କେପ ଟାଉନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସଏ) ସଭାପତି ପଦରୁ ଇସ୍ତଫା ଦେଲେ କ୍ରିସ ନେନଜାନି । ଅଗଷ୍ଟ 15ରେ ନେନଜାନି ଇସ୍ତଫା ପତ୍ର ପଠାଇଥିବା ସିଏସଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବର୍ଷ 2013ରୁ ନେନଜାନି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନେତୃତ୍ବ ଭାର ସମ୍ଭାଳିଥିଲେ । ଏହି ସମୟ ମଧ୍ୟରେ ନିରନ୍ତ ଭାବେ ତାଙ୍କର ଉଚ୍ଚକୋଟୀର ନେତୃତ୍ବ, ସହଭାଗିତା ଓ ଦକ୍ଷିଣ ଆଫ୍ରିକା କ୍ରିକେଟରୁ ଆଗକୁ ନେବାପାଇଁ ପ୍ରୟାସକୁ ସିଏସଏ ପକ୍ଷରୁ ଏଖ ଘୋଷଣାନାମରେ ପ୍ରଶଂସା କରାଯାଇଛି । ଏଥିସହିତ ବୋର୍ଡ ନିର୍ଦ୍ଦେଶକ ଓ କ୍ରିକେଟ ଦକ୍ଷିଣ ଆଫ୍ରିକା ସଦସ୍ୟ ପରିଷଦ ପକ୍ଷରୁ ନେନଜାନିଙ୍କୁ ଧନ୍ୟବାଦ ଜଣାଯାଇଛି ।

ଏଥସହିତ 5 ସେପ୍ଟେମ୍ବର 2020ରେ ହେବାକୁ ଥିବା, ବୋର୍ଡର ସାଧାରଣ ବୈଠକରେ ସିଏସଏର ନୂଆ ଚେୟାରମ୍ୟାନ ଓ ସଭାପତି ନିଯୁକ୍ତି ନେଇ ନିଷ୍ପତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.