ETV Bharat / sports

ପଞ୍ଜାବ ସେୟାର କଲା ଡ୍ରେସିଂ ରୁମର ଭାବୁକ ଭିଡିଓ, ଗେଲ ଦେଲେ ସାଥୀ ଖେଳାଳିଙ୍କୁ ଖାସ ବାର୍ତ୍ତା

author img

By

Published : Nov 8, 2020, 7:34 PM IST

ପ୍ଲେଅଫ୍‌ ଦୌଡରୁ ବାଦ୍ ପଡିବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ । ତେବେ ଫ୍ରାଞ୍ଚାଇଜ ନିଜର ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି ।

ପଞ୍ଜାବ ସେୟାର କଲା ଡ୍ରେସିଂ ରୁମର ଭାବୁକ ଭିଡିଓ, ଗେଲ ଦେଲେ ସାଥୀ ଖେଳାଳିଙ୍କୁ ଖାସ ବର୍ତ୍ତା

ହାଇଦ୍ରାବାଦ: ଆଇପିଏଲ 2020ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମ୍ୟାଚ ହାରିବା ପରେ ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ । ଏହାପରେ ଟିମ୍‌ ବେଶ୍‌ ଭାବୁକ ନଜର ଆସିଥିଲା । ତେବେ ଫ୍ରାଞ୍ଚାଇଜ ନିଜର ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି । ସେଥିରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ ଟିମର ସଦସ୍ୟଙ୍କୁ ଏକ ସନ୍ଦେଶ ଦେଇଛନ୍ତି ।

We believe ♥️#SaddaPunjab #IPL2020 #KXIP pic.twitter.com/Eol8M5sbjo

— Kings XI Punjab (@lionsdenkxip) November 7, 2020

ଅଧିନାୟକ ରାହୁଲ କହିଛନ୍ତି ଯେ, ଆମେ ଯେପରି ଖେଳିଲୁ ସେଥିପାଇଁ ମୁଁ ଗର୍ବିତ । ଆମେ ଆଗାମୀ ବର୍ଷ ମଜବୁତ ଦଳ ଭାବେ ଫେରିବା ଓ ଖୁସର ମୁହୁର୍ତ୍ତ ଦେଖିବା ଏହି ବର୍ଷ ଆମ ପାଇଁ କଷ୍ଟଦାୟକ ଥିଲା । ଖେଳରେ ଏପରି ହୁଏ ।

କ୍ରିସ ଗେଲ ଏହି ଭିଡିଓରେ କହିଛନ୍ତି, ଆଇପିଏଲର ଅନ୍ତ ଭଲ ନଥିଲା । କିନ୍ତୁ ଏହାକୁ ନେଇ ସମସ୍ତେ ଭାଙ୍ଗି ପଡ ନାହିଁ । ଏଥିରୁ ଅନେକ ଶିଖିବାକୁ ମିଳେ । କ୍ରିକେଟରେ ଏପରି ହୁଏ । କେବେ ଉତ୍ଥାନ କବେ ପତନ ଦେଖିବାକୁ ମିଳେ । ଏହା ଏକ ଗେମ୍‌ । କ୍ରିକେଟ ତମକୁ ଜୀବନ ବିଷୟରେ ଶିଖାଏ । ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ସମର୍ଥନ କରିଥିବାରୁ ।

ହାଇଦ୍ରାବାଦ: ଆଇପିଏଲ 2020ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମ୍ୟାଚ ହାରିବା ପରେ ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ । ଏହାପରେ ଟିମ୍‌ ବେଶ୍‌ ଭାବୁକ ନଜର ଆସିଥିଲା । ତେବେ ଫ୍ରାଞ୍ଚାଇଜ ନିଜର ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି । ସେଥିରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ ଟିମର ସଦସ୍ୟଙ୍କୁ ଏକ ସନ୍ଦେଶ ଦେଇଛନ୍ତି ।

ଅଧିନାୟକ ରାହୁଲ କହିଛନ୍ତି ଯେ, ଆମେ ଯେପରି ଖେଳିଲୁ ସେଥିପାଇଁ ମୁଁ ଗର୍ବିତ । ଆମେ ଆଗାମୀ ବର୍ଷ ମଜବୁତ ଦଳ ଭାବେ ଫେରିବା ଓ ଖୁସର ମୁହୁର୍ତ୍ତ ଦେଖିବା ଏହି ବର୍ଷ ଆମ ପାଇଁ କଷ୍ଟଦାୟକ ଥିଲା । ଖେଳରେ ଏପରି ହୁଏ ।

କ୍ରିସ ଗେଲ ଏହି ଭିଡିଓରେ କହିଛନ୍ତି, ଆଇପିଏଲର ଅନ୍ତ ଭଲ ନଥିଲା । କିନ୍ତୁ ଏହାକୁ ନେଇ ସମସ୍ତେ ଭାଙ୍ଗି ପଡ ନାହିଁ । ଏଥିରୁ ଅନେକ ଶିଖିବାକୁ ମିଳେ । କ୍ରିକେଟରେ ଏପରି ହୁଏ । କେବେ ଉତ୍ଥାନ କବେ ପତନ ଦେଖିବାକୁ ମିଳେ । ଏହା ଏକ ଗେମ୍‌ । କ୍ରିକେଟ ତମକୁ ଜୀବନ ବିଷୟରେ ଶିଖାଏ । ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ସମର୍ଥନ କରିଥିବାରୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.