ETV Bharat / sports

ପ୍ରଥମ ଶ୍ରେଣୀ କ୍ରିକେଟରେ 50ତମ ଶତକ ମାରିଲେ ପୂଜାରା - ରଣଜୀ ସିଜିନ

ପ୍ରଥମ ଶ୍ରେଣୀ କ୍ୟାରିୟରର 50ତମ ଶତକ ହାସଲ କରିଛନ୍ତି ଚେତେଶ୍ବର ପୂଜାରା । ସୌରାଷ୍ଟ୍ର ଦଳ ପକ୍ଷରୁ ଚଳିତ ରଣଜୀ ସିଜିନ ଖେଳୁଛନ୍ତି ସେ । ଅଧିକ ପଢନ୍ତୁ...

cheteshwar-pujara-smashes-50th-first-class-ton-joins-elite-list-of-batsmen
ପ୍ରଥମ ଶ୍ରେଣୀ କ୍ରିକେଟରେ 50ଟି ଶତକ ଯୋଡି ରେକର୍ଡ କଲେ ପୂଜାରା
author img

By

Published : Jan 11, 2020, 10:55 PM IST

ରାଜକୋଟ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟଙ୍କ ବିରଳ ରେକର୍ଡ । ପ୍ରଥମ ଶ୍ରେଣୀ କ୍ୟାରିୟରର 50ତମ ଶତକ ହାସଲ କରିଛନ୍ତି ଚେତେଶ୍ବର ପୂଜାରା । ସୌରାଷ୍ଟ୍ର ଦଳ ପକ୍ଷରୁ ଚଳିତ ରଣଜୀ ସିଜିନ ଖେଳୁଛନ୍ତି ସେ । ଆଜିର ମ୍ୟାଚରେ ସେ 238ବଲରୁ 162ରନର ଅପରାଜିତ ପାଳି ଖେଳିଛନ୍ତି ପୂଜାରା ।

ତେବେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ୍‌ଙ୍କ ଭଳି ଏଲଇଟି କ୍ଲବରେ ସାମିଲ ହୋଇଛନ୍ତି । ସଚିନ ଓ ଗାଭାସ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ 81ଟି ଲେଖାଏଁ ଶତକ ହାସଲ କରିଥିବା ବେଳେ ଡ୍ରାଭିଡ 68ଟି ଶତକ ମାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ପୂଜାରା 4ର୍ଥ ଖେଳାଳି ଭାବେ ଏଲଇଟି ଗ୍ରୁପ୍‌ରେ ସାମିଲ ହୋଇଛନ୍ତି ।

Intro:Body:

Rajkot: Star cricketer Cheteshwar Pujara joined the elite list of batsmen smashing 50th first-class century for Saurashtra here on Saturday. In the process, Pujara became only the fourth batsman to reach the feat after Sunil Gavaskar, Sachin Tendulkar and Rahul Dravid. 

Pujara achieved this feat against Karnataka in the Ranji Trophy match at Madhavrao Scindia Cricket Ground.

Gavaskar and Tendulkar had scored 81 centuries each while Dravid knocked 68 tons in first-class cricket.

Pujara is the fourth active player with most first-class hundreds. The other active players are Alastair Cook (65), Wasim Jaffer (57) and Hasim Amla (52).

The 31-year-old is the youngest in the list of active players. While compatriots Virat Kohli and Ajinkya Rahane have 34 and 32 first-class centuries respectively.

Saurashtra ended the first day at 296/2 against Karnataka and Pujara remained unbeaten at 162. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.